Table of Contents
Your Astrology Guru Lyrics
Bhala Paibi Mu Tate Your Astrology Guru Lyrics In Odia Language
ହୁଁ ରଙ୍ଗ ଟିକେ ଦେ
କାଗଜଟେ ଦେ ତୋର ନାଆଁ ଲେଖି ଦେବି
ରଙ୍ଗ ଟିକେ ଦେ ତୋର ଛବି ଆଙ୍କି ଦେବି
ତୁ କହିଲେ ମତେ ହୃଦୟରେ ତତେ
ତୁ କହିଲେ ମତେ ହୃଦୟରେ ତତେ
ଲୁଚେଇ ରଖିବି
ଭଲ ପାଇବି ମୁଁ ତତେ ଭଲ ପାଇବି
ଭଲ ପାଇବି ମୁଁ ତତେ ଭଲ ପାଇବି
ପ୍ରଥମ ପ୍ରେମର ତୁ ମୋ ପ୍ରଥମ ତିଥି
ତୋ ପାଇଁ ମନ୍ଦିରେ ମୋର ହଜାରେ ଆଳତି
ହୋ ପ୍ରଥମ ପ୍ରେମର ତୁ ମୋ ପ୍ରଥମ ତିଥି
ତୋ ପାଇଁ ମନ୍ଦିରେ ମୋର ହଜାରେ ଆଳତି
ତୁ କହିଲେ ମତେ ମନ ତଳେ ତତେ
ତୁ କହିଲେ ମତେ ମନ ତଳେ ତତେ
ମନେଇ ରଖିବି
ଭଲ ପାଇବି ମୁଁ ତତେ ଭଲ ପାଇବି
ଭଲ ପାଇବି ମୁଁ ତତେ ଭଲ ପାଇବି
ହୋ ପ୍ରେମର ସହରେ ତୁ ମୋ ଗୋଲାପୀ ସୁନ୍ଦରୀ
ତୋ ପାଇଁ ଫୁଲର ଶେଜ ନିହାତି ଜରୁରୀ
ପ୍ରେମର ସହରେ ତୁ ମୋ ଗୋଲାପୀ ସୁନ୍ଦରୀ
ତୋ ପାଇଁ ଫୁଲର ଶେଜ ନିହାତି ଜରୁରୀ
ତୁ କହିଲେ ମତେ ପଲକରେ ତତେ
ତୁ କହିଲେ ମତେ ପଲକରେ ତତେ
ବସେଇ ରଖିବି
ଭଲ ପାଇବି ମୁଁ ତତେ ଭଲ ପାଇବି
ଭଲ ପାଇବି ମୁଁ ତତେ ଭଲ ପାଇବି
କାଗଜଟେ ଦେ ତୋର ନାଆଁ ଲେଖି ଦେବି
ରଙ୍ଗ ଟିକେ ଦେ ତୋର ଛବି ଆଙ୍କି ଦେବି
କାଗଜଟେ ଦେ ତୋର ନାଆଁ ଲେଖି ଦେବି
ରଙ୍ଗ ଟିକେ ଦେ ତୋର ଛବି ଆଙ୍କି ଦେବି
ତୁ କହିଲେ ମତେ ହୃଦୟରେ ତତେ
ତୁ କହିଲେ ମତେ ହୃଦୟରେ ତତେ
ଲୁଚେଇ ରଖିବି
ଭଲ ପାଇବି ମୁଁ ତତେ ଭଲ ପାଇବି
ମନେ ରଖିବି ମୁଁ ତତେ ମନେ ରଖିବି
ଭଲ ପାଇବି ମୁଁ ତତେ ଭଲ ପାଇବି
ମନେ ରଖିବି ମୁଁ ତତେ ମନେ ରଖିବି
Bhala Paibi Mu Tate Your Astrology Guru Lyrics In Odia Font
Thank You