Loading...

299 Big Street, Govindpur, India

Open daily 10:00 AM to 10:00 PM

Bata Chalu Chalu Premara Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ବାଟ ଚାଲୁ ଚାଲୁ ପ୍ରେମର ବାଟରେ
ପାଦ ଖସେଇଲେ ଆମେ

Bata Chalu Chalu Premara Your Astrology Guru Lyrics In Odia Language

ବାଟ ଚାଲୁ ଚାଲୁ ପ୍ରେମର ବାଟରେ
ବାଟ ଚାଲୁ ଚାଲୁ ପ୍ରେମର ବାଟରେ
ପାଦ ଖସେଇଲେ ଆମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ପାଦ ଖସୁ ଖସୁ ସାରା ସାରା ରାତି
ପାଦ ଖସୁ ଖସୁ ସାରା ସାରା ରାତି
ନିଦ ହଜେଇଲେ ଆମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ



ପ୍ରେମରେ ଘଟିବ ଏମିତି ଘଟଣା
ଆଗରୁ ନଥିଲା ଜଣା
ଅମାନିଆ ଏଇ ବୟସ ଦେହରେ
ଲାଗିଗଲା ନୂଆ ଡେଣା
ହଁ ପ୍ରେମରେ ଘଟିବ ଏମିତି ଘଟଣା
ଆଗରୁ ନଥିଲା ଜଣା
ଅମାନିଆ ଏଇ ବୟସ ଦେହରେ
ଲାଗିଗଲା ନୂଆ ଡେଣା
ହେ ଡେଣା ଲାଗୁ ଲାଗୁ ଦିଗ ହଜା ହେଇ
ଉଡି ଚାଲି ଗଲେ ଆମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ



ହଁ ଦିନେ ଆସି ଏଇ ଅଳସ ଦେହକୁ
ଛୁଇଁ ଦେଲା ଯୋଉବନ
ଯୋଉବନର ଏ କାଉଁରୀ ଛୁଆଁରେ
ଜଳି ଜଳି ଗଲା ମନ
ହେ ହେ ହେ ଦିନେ ଆସି ଏଇ ଅଳସ ଦେହକୁ
ଛୁଇଁ ଦେଲା ଯୋଉବନ
ଯୋଉବନର ଏ କାଉଁରୀ ଛୁଆଁରେ
ଜଳି ଜଳି ଗଲା ମନ
ମନ ଜଳୁ ଜଳୁ ସେ ମିଠା ନିଆଁରେ
ଜଳି ଗଲେ ପୁଣି ଆମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ

ବାଟ ଚାଲୁ ଚାଲୁ ପ୍ରେମର ବାଟରେ
ବାଟ ଚାଲୁ ଚାଲୁ ପ୍ରେମର ବାଟରେ
ପାଦ ଖସେଇଲେ ଆମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ

Bata Chalu Chalu Premara Batare Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00