Loading...

299 Big Street, Govindpur, India

Open daily 10:00 AM to 10:00 PM

Bhulile Bhulija Lo Your Astrology Guru Lyrics In Odia Font

Human Sagar

Your Astrology Guru Lyrics

ଭୁଲିଲେ ଭୁଲିଯା ଲୋ ଦୁରକୁ ଚାଲିଯା

Bhulile Bhulija Lo Your Astrology Guru Lyrics In Odia Font


ଭୁଲିଲେ ଭୁଲିଯା ଲୋ ଦୁରକୁ ଚାଲିଯା
ଯୋଉଠି ରହିଥା ଲୋ ଭଲରେ ରହିଥା
ଭୁଲିଲେ ଭୁଲିଯା ଲୋ ଦୁରକୁ ଚାଲିଯା
ଯୋଉଠି ରହିଥା ଲୋ ଭଲରେ ରହିଥା
କେମିତି ବଦଳିଲା ତୋରି ମନ
ଚୁନା ତୁ କରିଦେଲୁ ସୁନା ସପନ
ତୋ କଥା ଭାବି ମରୁଚି
ଆଜି ମୋ ହୃଦୟ କାନ୍ଦୁଚି
ଆଜି ମୋ ହୃଦୟ କାନ୍ଦୁଚି
ଆଜି ମୋ ହୃଦୟ କାନ୍ଦୁଚି
ଆଜି ମୋ ହୃଦୟ କାନ୍ଦୁଚି


ହାତ ଲେଖା ତୋର ଚିଠି ମୁଁ ପଢୁଚି
ଲୁହ ଧାର ଧାର ଆଖିରୁ ଝରୁଚି
ହୋ କହିଥିଲୁ ସାଥି ଏକା ମୁଁ ତୁମର
କୋଉ ଭୁଲ ପାଇଁ ହେଲୁ ତୁ ନିଷ୍ଠୁର
ଜାଣିଲି ତୋ ଛାତିରେ ହୃଦୟ ନାହିଁ
ଚାହିଁଲେ ଭୁଲିବାକୁ ଭୁଲି ପାରୁନି
ତୋ କଥା ମନେ ପଡ଼ୁଚି
ଆଜି ମୋ ହୃଦୟ କାନ୍ଦୁଚି
ଆଜି ମୋ ହୃଦୟ କାନ୍ଦୁଚି
ଆଜି ମୋ ହୃଦୟ କାନ୍ଦୁଚି
ଆଜି ମୋ ହୃଦୟ କାନ୍ଦୁଚି




କଥା ଦେଇଥିଲୁ ମଥା ମୋର ଛୁଇଁ
କଥା ରଖିଲୁନି କହ କଣ ପାଇଁ
ହାଏ ଜାଣି ମୁଁ ନଥିଲି ଏମିତି କରିବୁ
ଦିନ କେଇଟାରେ ତୁ ବଦଳି ଯିବୁ
ତୁ ଥିଲୁ ମୋ ଦୁନିଆ ମୋ ସୁନା ଧନ
ହାଏ ମନେ ପଡୁନି ତୋର ପୁରୁଣା ଦିନ
ତତେ ଝୁରି ରାତି ବିତୁଚି
ଆଜି ମୋ ହୃଦୟ କାନ୍ଦୁଚି
ଆଜି ମୋ ହୃଦୟ କାନ୍ଦୁଚି
ଆଜି ମୋ ହୃଦୟ କାନ୍ଦୁଚି
ଆଜି ମୋ ହୃଦୟ କାନ୍ଦୁଚି

Bhulile Bhulija Lo Your Astrology Guru Lyrics In Odia Language






Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00