Your Astrology Guru Lyrics
ବ୍ରହ୍ମ ଦଉଡ଼ିରେ ବ୍ରହ୍ମ ପରଶ
ଗୋପନେ ଦିଅ ଗୋ ରାଧେ
brahma daudire brahma parasa Your Astrology Guru Lyrics in odia language
ବ୍ରହ୍ମ ଦଉଡ଼ିରେ ବ୍ରହ୍ମ ପରଶ
ବ୍ରହ୍ମ ଦଉଡ଼ିରେ ବ୍ରହ୍ମ ପରଶ
ଗୋପନେ ଦିଅ ଗୋ ରାଧେ
ଗୋପନେ ଦିଅ ଗୋ ରାଧେ
ନନ୍ଦିଘୋଷ ରଥ ଗଡ଼ିବା ଆଗରୁ
ନନ୍ଦିଘୋଷ ରଥ ଗଡ଼ିବା ଆଗରୁ
କାଳିଆ ଖୋଜୁଚି ବୋଧେ ଗୋ ରାଧେ
କାଳିଆ ଖୋଜୁଚି ବୋଧେ
ଗୋପନେ ଆସ ଗୋ ରାଧେ ହୋ ରାଧେ
ଗୋପନେ ଆସ ଗୋ ରାଧେ
ଗଜପତି ଫେରି ଗଲେଣି
ଚାର ମାଳ ଖୋଲା ହେଲାଣି
ଲାଗିଲେଣି ଘୋଡା ସାରଥୀ
ଗଲେଣି ଯେ ଭାଇ ଭଉଣୀ
ହୋ ଗଜପତି ଫେରି ଗଲେଣି
ଚାର ମାଳ ଖୋଲା ହେଲାଣି
ଲାଗିଲେଣି ଘୋଡା ସାରଥୀ
ଗଲେଣି ଯେ ଭାଇ ଭଉଣୀ
କାଳିଆର ରଥ ତଥାପି ଗଡ଼ୁନି
କାଳିଆର ରଥ ତଥାପି ଗଡ଼ୁନି
ଦଇତା କୁଳକୁ ବାଧେ ଗୋ ରାଧେ
ଦଇତା କୁଳକୁ ବାଧେ
ଗୋପନେ ଆସ ଗୋ ରାଧେ ହୋ ରାଧେ
ଗୋପନେ ଆସ ଗୋ ରାଧେ
କାହ୍ନା ପାଇଁ ତୁମେ ଗୋ ରାଧେ
ବ୍ରହ୍ମ ମୟୀ ଶକ୍ତି ସ୍ୱରୂପା
ସହଜେ ତୋ କାଳିଆ କାହ୍ନୁ
ପୁଣି ତୁମ ପୀରତି ରଙ୍କା
ହୋ କାହ୍ନା ପାଇଁ ତୁମେ ଗୋ ରାଧେ
ବ୍ରହ୍ମ ମୟୀ ଶକ୍ତି ସ୍ୱରୂପା
ସହଜେ ତୋ କାଳିଆ କାହ୍ନୁ
ପୁଣି ତୁମ ପୀରତି ରଙ୍କା
ହେ ରଥ ଦଉଡି ରାଧିକେ ଗୋ ତୁମ
ହେ ରଥ ଦଉଡି ରାଧିକେ ଗୋ ତୁମ
ପହିଲି ପରଶ ମାଗେ ଗୋ ରାଧେ
ପହିଲି ପରଶ ମାଗେ
ଗୋପନେ ଆସ ଗୋ ରାଧେ ହୋ
ଗୋପନେ ଆସ ଗୋ ରାଧେ ହୋ ରାଧେ
ଗୋପନେ ଆସ ଗୋ ରାଧେ ହୋ ରାଧେ
ଗୋପନେ ଆସ ଗୋ ରାଧେ
brahma daudire brahma parasa Your Astrology Guru Lyrics in odia language
Thank You