Loading...

299 Big Street, Govindpur, India

Open daily 10:00 AM to 10:00 PM

Bhagya Mora Phata Kantha Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ

bhagya mora phata kantha Your Astrology Guru Lyrics in odia language


ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ

ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ
ତୋ ସୁଖ ମୋ ଦୁଃଖ ଦୂରତା ମାପିଲେ
ତୋ ସୁଖ ମୋ ଦୁଃଖ ଦୂରତା ମାପିଲେ
ମାଟିରୁ ଆକାଶ ଯେତେ
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ



ଶୁଣିଥିଲି ପରା ମୁଠେ ଚାଉଳରେ
ତିନି ମୁଠା ଭାତ ହୁଏ
ତିନି ମୁଠା ଭାତ ହୁଏ
ମୁଠାଏ ଚାଉଳ ମିଳେ ନାହିଁ ମତେ
ବୁଲି ବୁଲି ଥକି ଯାଏ
ବୁଲି ବୁଲି ଥକି ଯାଏ
ତୋ ହସ ମୋ ଲୁହ ଗଭୀର ମାପିଲେ
ତୋ ହସ ମୋ ଲୁହ ଗଭୀର ମାପିଲେ
ନଦୀରୁ ସାଗର ଯେତେ
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ



ମୋ ପରି ଭିକାରି ବଡ ଦାଣ୍ଡେ ମଲେ
କହିବାକୁ ଅଛି କିଏ
କହିବାକୁ ଅଛି କିଏ
ତୋ ପରି ଠାକୁର ଶ୍ରୀ ମନ୍ଦିରେ ବସି
ଦୁଃଖ ମୋର ଦେଖୁ ଥାଏ
ଦୁଃଖ ମୋର ଦେଖୁ ଥାଏ
ଭକତ ଖାତାରୁ କାଟିଦେ ମୋ ନାମ
ଭକତ ଖାତାରୁ କାଟିଦେ ମୋ ନାମ
ଦେଇ ଦେ ମରଣ ମତେ
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ ରେ
କି ଦୁଃଖ କହିବି ତତେ
କି ଦୁଃଖ କହିବି ତତେ

bhagya mora phata kantha Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00