Loading...

299 Big Street, Govindpur, India

Open daily 10:00 AM to 10:00 PM

Chehera dekha na priya Your Astrology Guru Lyrics in odia language

Kumar Sanu

Your Astrology Guru Lyrics

ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ

Chehera dekha na priya Your Astrology Guru Lyrics

ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରାର ରଙ୍ଗ ବଦଳି ଯିବ
ହୃଦୟ ଯେମିତି ସେମିତି ଥିବ
ଭଲ ପାଇ ଥରେ ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରା ଚମକେ ଚାନ୍ଦ ପରି ସିନା
ହେଲେ ସେ କେଇଟା ଦିନ
ହୃଦୟ ଏମିତି ଆକାଶ ଗୋ ପ୍ରିୟା
ସୀମା ତାର ସୀମାହୀନ
ଚେହେରା ଚମକେ ଚାନ୍ଦ ପରି ସିନା
ହେଲେ ସେ କେଇଟା ଦିନ
ହୃଦୟ ଏମିତି ଆକାଶ ଗୋ ପ୍ରିୟା
ସୀମା ତାର ସୀମାହୀନ
ଆଜିର ଚାନ୍ଦିନୀ କାଲି ନ ଥିବ
ଆକାଶ ଯେମିତି ସେମିତି ଥିବ
ଭଲ ପାଇ ଥରେ ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ପ୍ରେମ ତ ମହକେ ପାରିଜାତ ପରି
ଜୀବନ ସରିବା ଯାଏ
ଭରସା ଦଉଚି ଭଲ ପାଏ ବୋଲି
ତେଣୁ ଏ ଗୀତ ମୁଁ ଗାଏ
ପ୍ରେମ ତ ମହକେ ପାରିଜାତ ପରି
ଜୀବନ ସରିବା ଯାଏ
ଭରସା ଦଉଚି ଭଲ ପାଏ ବୋଲି
ତେଣୁ ଏ ଗୀତ ମୁଁ ଗାଏ
ଆଜିର ଏ ରାତି କାଲି ନ ଥିବ
ମୋ ଗୀତ ଯେମିତି ସେମିତି ଥିବ
ଭଲ ପାଇ ଥରେ ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରାର ରଙ୍ଗ ବଦଳି ଯିବ
ହୃଦୟ ଯେମିତି ସେମିତି ଥିବ
ଭଲ ପାଇ ଥରେ ଦେଖ
ଚେହେରା ଦେଖ ନା ପ୍ରିୟା
ହୃଦୟକୁ ମୋର ଦେଖ
ଚେହେରା ଦେଖ ନା ପ୍ରିୟା
ହେ ହେ ହେ ହେ ହେ

Chehera dekha na priya Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00