Table of Contents
Your Astrology Guru Lyrics
Chhati Tale Gote Hrudaya Your Astrology Guru Lyrics In Odia Language
ସେଇ ହୃଦୟରେ ପ୍ରିୟା ବସିଛି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ଯେ ଦିନୁ ସେ ମତେ ଭଲ ପାଉଚି
ସେ ଦିନୁ ବାଟ ମୁଁ ଭୁଲି ଯାଇଚି
ସବୁ ରାତି ଉଜାଗରେ ମୋ ପାହି ଯାଉଚି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ଫୁଲକୁ ମଳୟ ଛୁଇଁ ଗଲା ପରେ
ସେ ମତେ ଯାଇଚି ଛୁଇଁ
ସବୁ ଦିନ ମତେ ଫଗୁଣ ଲାଗୁଚି
କେବଳ ମୋ ପ୍ରିୟା ପାଇଁ
ହାଁ ଫୁଲକୁ ମଳୟ ଛୁଇଁ ଗଲା ପରେ
ସେ ମତେ ଯାଇଚି ଛୁଇଁ
ସବୁ ଦିନ ମତେ ଫଗୁଣ ଲାଗୁଚି
କେବଳ ମୋ ପ୍ରିୟା ପାଇଁ
ସେଦିନୁ ଏ ମନ ଚଗଲା ହେଇଚି
ବାଟ ଭୁଲି ଯାଇ ଅବାଟେ ଯାଉଚି
ନ ଦେଖିଲେ ଦିନେ ତାକୁ ମୋ ଛାତି ଥରୁଚି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ରାତିର ବୟସ ବଢ଼ି ଯାଏ ଯେତେ
ମନେ ପଡେ ସିଏ ମୋର
କଲମରୁ ଝରେ କବିତାର ଧାଡି
ନୂଆ ଗୀତ ନୂଆ ସ୍ୱର
ହୋ ରାତିର ବୟସ ବଢ଼ିଯାଏ ଯେତେ
ମନେ ପଡେ ସିଏ ମୋର
କଲମରୁ ଝରେ କବିତାର ଧାଡି
ନୂଆ ଗୀତ ନୂଆ ସ୍ୱର
ବିଦ୍ୟାରାଣ ଖାଇ ସତ ମୁଁ କହୁଚି
ସିଏ ବି ମୋ ପାଇଁ ଅଧୀର ହଉଚି
ଲିଭେ ନାହିଁ ଏମିତିକା ସେ ଚି଼ହ୍ନ ଦେଇଚି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ଛାତି ତଳେ ଗୋଟେ ହୃଦୟ ଅଛି
ସେଇ ହୃଦୟରେ ପ୍ରିୟା ବସିଛି
ଯେ ଦିନୁ ସେ ମତେ ଭଲ ପାଉଚି
ସେଦିନୁ ବାଟ ମୁଁ ଭୁଲି ଯାଇଚି
ସବୁ ରାତି ଉଜାଗରେ ମୋ ପାହି ଯାଉଚି
ଛାତି ଥରୁଚି ହାଁ ଚି଼ହ୍ନ ଦେଇଚି
ହାଁ ପାହି ଯାଉଚି
Chhati Tale Gote Hrudaya Your Astrology Guru Lyrics In Odia Font
Thank You