Table of Contents
Your Astrology Guru Lyrics
ମୋ ପ୍ରିୟା କରିଚି କଳି
Kali Ratire Janha Sathire Your Astrology Guru Lyrics In Odia Language
ମୋ ପ୍ରିୟା କରିଚି କଳି
କାଲି ରାତିରେ ଜହ୍ନ ସାଥିରେ
ମୋ ପ୍ରିୟା କରିଚି କଳି
ଯେଣୁ ଛପି ଛପିକା ସିଏ ଲୁଚି ଲୁଚିକା
ଯେଣୁ ଛପି ଛପିକା ସିଏ ଲୁଚି ଲୁଚିକା
ଆମ କଥା ଶୁଣୁଚି ବୋଲି
ହୋ କାଲି ରାତିରେ ଜହ୍ନ ସାଥିରେ
ମୋ ପ୍ରିୟା କରିଚି କଳି
ମତେ ଯେମିତି ପ୍ରେମିକା ମୋର
ଦୁଷ୍ଟାମି ଶିଖେଇ ଦେଲା
ରାତି ସେମିତି ଜହ୍ନକୁ ତାର
ଚଗଲା ବନେଇ ଦେଲା
ହୋ ମତେ ଯେମିତି ପ୍ରେମିକା ମୋର
ଦୁଷ୍ଟାମି ଶିଖେଇ ଦେଲା
ରାତି ସେମିତି ଜହ୍ନକୁ ତାର
ଚଗଲା ବନେଇ ଦେଲା
କଥା ମାନୁନି ସତେ ନିତି ଝରକା ବାଟେ
କଥା ମାନୁନି ସତେ ନିତି ଝରକା ବାଟେ
ଉଙ୍କି ମାରୁଚି ସେ ଯେ ଖାଲି
ହୋ କାଲି ରାତିରେ ଜହ୍ନ ସାଥିରେ
ମୋ ପ୍ରିୟା କରିଚି କଳି
ରାତି ଲୋ ରାତି ଜହ୍ନକୁ ତୋର
ରଖିଦେ ପଣତେ ଢାଙ୍କି
ମୋ ପ୍ରିୟା ଚାହେଁ ଆମ ପ୍ରେମରେ
ନପଡ଼ୁ କାହାରି ଆଖି
ହୋ ରାତି ଲୋ ରାତି ଜହ୍ନକୁ ତୋର
ରଖିଦେ ପଣତେ ଢାଙ୍କି
ମୋ ପ୍ରିୟା ଚାହେଁ ଆମ ପ୍ରେମରେ
ନପଡ଼ୁ କାହାରି ଆଖି
ସେତ ଅଝଟ ବୋଲି ରୁପା ଦେହରେ ତାର
ସେତ ଅଝଟ ବୋଲି ରୁପା ଦେହରେ ତାର
କିଏ ଦେଇଚି କଳା ବୋଳି
ହୋ କାଲି ରାତିରେ ଜହ୍ନ ସାଥିରେ
ମୋ ପ୍ରିୟା କରିଚି କଳି
କାଲି ରାତିରେ ଜହ୍ନ ସାଥିରେ
ମୋ ପ୍ରିୟା କରିଚି କଳି
ମୋ ପ୍ରିୟା କରିଚି କଳି
ମୋ ପ୍ରିୟା କରିଚି କଳି
Kali Ratire Janha Sathire Your Astrology Guru Lyrics In Odia Font
Thank You