Your Astrology Guru Lyrics
ଛିଟା ଛିଟା ବରଷାରେ
ଭିଜିଗଲା ସବୁ ଆଶା
Chhita Chhita Barasare
Your Astrology Guru Lyrics In Odia Language
ହୋ..ଓ…ଓହୋ..ହୋ ହୋ ହୋ ହୋ ହୋ
ଛିଟା ଛିଟା ବରଷାରେ
ଭିଜିଗଲା ସବୁ ଆଶା
ଛୋଟ ଛୋଟ ସ୍ବପ୍ନ ଯେତେ
କଲା ମତେ ଲୋକ ହସା
ଏଇ ଅଦେଖା ଲୁହ ଜାଳି ଦେଇ ହୃଦୟ
ଏକି ଖେଳ ଖେଳେ ତା ସାଥିରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୁଆ ନୁଆ ନୂଆ ଲାଗେରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୂଆ ନୂଆ ନୂଆ ଲାଗେରେ
ନିଜକୁ ଯେ ନିଜେ କେବେ
ମାଗି ନାହିଁ ଟିକେ ଖୁସି
ହୋ ନିଜକୁ ଯେ ନିଜେ କେବେ
ମାଗି ନାହିଁ ଟିକେ ଖୁସି
ଏକି ଦୁଃଖ ଆସି ଆଜି ଡରଉଚି ବେଶୀ ବେଶୀ
କିଏ ଜାଣେ କାହାର ଲାଗି ଗଲା ନଜର
ସୁଖ ଜଳି ଯାଏକି ନିଆଁରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୂଆ ନୂଆ ନୂଆ ଲାଗେରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୂଆ ନୂଆ ନୂଆ ଲାଗେରେ
ଆ….. ଆ……. ଆ……. ଆ….
ସପନଟେ ଦେଖୁ ଦେଖୁ
ନିଦ ମୋର ଭାଙ୍ଗି ଗଲା
ହୋ ସପନଟେ ଦେଖୁ ଦେଖୁ
ନିଦ ମୋର ଭାଙ୍ଗି ଗଲା
ଗପଟିଏ ଲେଖୁ ଲେଖୁ ଅଧା ହେଇ ରହିଗଲା
ନିଜ ଭିତର କୋହ ଆଜି ପଚାରେ କହ
କାଇଁ ଖେଳୁଥିଲୁ ତୁ ବାଜିରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୂଆ ନୂଆ ନୂଆ ଲାଗେରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୂଆ ନୂଆ ନୂଆ ଲାଗେରେ
chhita chhita barasare bhijigala
Your Astrology Guru Lyrics in odia language
Thank You