Loading...

299 Big Street, Govindpur, India

Open daily 10:00 AM to 10:00 PM

chhita chhita barasare Your Astrology Guru Lyrics in odia language

Babushan

Your Astrology Guru Lyrics

ଛିଟା ଛିଟା ବରଷାରେ
ଭିଜିଗଲା ସବୁ ଆଶା

Chhita Chhita Barasare
Your Astrology Guru Lyrics In Odia Language


ହୋ..ଓ…ଓହୋ..ହୋ ହୋ ହୋ ହୋ ହୋ

ଛିଟା ଛିଟା ବରଷାରେ
ଭିଜିଗଲା ସବୁ ଆଶା
ଛୋଟ ଛୋଟ ସ୍ବପ୍ନ ଯେତେ
କଲା ମତେ ଲୋକ ହସା
ଏଇ ଅଦେଖା ଲୁହ ଜାଳି ଦେଇ ହୃଦୟ
ଏକି ଖେଳ ଖେଳେ ତା ସାଥିରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୁଆ ନୁଆ ନୂଆ ଲାଗେରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୂଆ ନୂଆ ନୂଆ ଲାଗେରେ




ନିଜକୁ ଯେ ନିଜେ କେବେ
ମାଗି ନାହିଁ ଟିକେ ଖୁସି
ହୋ ନିଜକୁ ଯେ ନିଜେ କେବେ
ମାଗି ନାହିଁ ଟିକେ ଖୁସି
ଏକି ଦୁଃଖ ଆସି ଆଜି ଡରଉଚି ବେଶୀ ବେଶୀ
କିଏ ଜାଣେ କାହାର ଲାଗି ଗଲା ନଜର
ସୁଖ ଜଳି ଯାଏକି ନିଆଁରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୂଆ ନୂଆ ନୂଆ ଲାଗେରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୂଆ ନୂଆ ନୂଆ ଲାଗେରେ



ଆ….. ଆ……. ଆ……. ଆ….

ସପନଟେ ଦେଖୁ ଦେଖୁ
ନିଦ ମୋର ଭାଙ୍ଗି ଗଲା
ହୋ ସପନଟେ ଦେଖୁ ଦେଖୁ
ନିଦ ମୋର ଭାଙ୍ଗି ଗଲା
ଗପଟିଏ ଲେଖୁ ଲେଖୁ ଅଧା ହେଇ ରହିଗଲା
ନିଜ ଭିତର କୋହ ଆଜି ପଚାରେ କହ
କାଇଁ ଖେଳୁଥିଲୁ ତୁ ବାଜିରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୂଆ ନୂଆ ନୂଆ ଲାଗେରେ
ଏ ଜୀବନଟା ଧୂଆଁ ଧୂଆଁ ଧୂଆଁ ଲାଗେରେ
ହଁ ଦୁଃଖ ସବୁ ନୂଆ ନୂଆ ନୂଆ ଲାଗେରେ

chhita chhita barasare bhijigala
Your Astrology Guru Lyrics in odia language



Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00