Loading...

299 Big Street, Govindpur, India

Open daily 10:00 AM to 10:00 PM

Deharu Hrudaya Jadi Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ଦେହରୁ ହୃଦୟ ଜଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚି ପାରିବ

Deharu Hrudaya Jadi Alaga Haba Your Astrology Guru Lyrics In Odia Language

ଦେହରୁ ହୃଦୟ ଜଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚି ପାରିବ

ଦେହରୁ ହୃଦୟ ଜଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚି ପାରିବ
ଏଇ ହୃଦୟରେ ତମେ ଅଛ ପ୍ରିୟା
ଏଇ ହୃଦୟରେ ତମେ ଅଛ ପ୍ରିୟା
ମରିଯିବି ତମେ ଜଦି ଦୂରେଇ ଯିବ
ଦେହରୁ ହୃଦୟ ଜଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚି ପାରିବ



ଛାତି ତଳେ ଯେଉଁ ହୃଦୟଟେ ଅଛି
ସେଇ ହୃଦୟରେ ଏକା ତମ ନାଆଁ ଲେଖା
ହୋ ତମେ ମୋ ଆଖିରେ ତମେ ମୋ ନିଦରେ ପ୍ରିୟା
ସବୁ ସପନରେ ହୁଏ ତମ ସାଥେ ଦେଖା
ନିଦରୁ ସପନ ଜଦି ଦୂରେଇ ଯିବ
ସପନ ବିନା କି ସୁଖେ ରାତି ପାହିବ
ଏଇ ମୋ ସପନେ ତମେ ଅଛ ପ୍ରିୟା
ଏଇ ମୋ ସପନେ ତମେ ଅଛ ପ୍ରିୟା
ମରିଯିବି ସ୍ବପ୍ନ ଜଦି ସତ ନ ହବ
ଦେହରୁ ହୃଦୟ ଜଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚି ପାରିବ



ଆମ ଦୁହିଁଙ୍କର ପ୍ରେମ ଗୋଟେ ପୂଜା
ମୁଁ ଏକା ଜାଣେ ଆଉ ତମେ ଏକା ଜାଣ
ହୋ ଏକାଠି ବଞ୍ଚିବା ଏକାଠି ମରିବା ପାଇଁ
ଆମେ ଦୁହେଁ ରଖିଥିଲେ ଆମ ପ୍ରେମ ରାଣ
ପ୍ରେମରୁ ପ୍ରେମିକା ଜଦି ଦୂରେଇ ଯିବ
ପ୍ରେମିକା ବିନା କି ପ୍ରେମୀ ବଞ୍ଚି ପାରିବ
ଏଇ ମୋ ପ୍ରେମର ତମେ ଯେ ପ୍ରେମିକା
ଏଇ ମୋ ପ୍ରେମର ତମେ ଯେ ପ୍ରେମିକା
ମରିଯିବି ତମେ ଜଦି ସାଥି ନ ହବ
ଦେହରୁ ହୃଦୟ ଜଦି ଅଲଗା ହବ
ହୃଦୟ ବିନା କି କେହି ବଞ୍ଚି ପାରିବ

Deharu Hrudaya Jadi Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00