Loading...

299 Big Street, Govindpur, India

Open daily 10:00 AM to 10:00 PM

Dekha Hela Jebe To Your Astrology Guru Lyrics In Odia Language

Your Astrology Guru Lyrics

ଦେଖା ହେଲା ଯେବେ ତୋ ସାଥେ ପ୍ରଥମ ଥର

dekha hela jebe to sathe Your Astrology Guru Lyrics in odia language


ପୁଅ
ଦେଖା ହେଲା ଯେବେ ତୋ ସାଥେ ପ୍ରଥମ ଥର
ତୁ ମୋର ଲାଗିଲୁ ତୁ ମୋର
ଫେରିଲାନି ତୋ ଆଖିରୁ ଯେବେ ମୋ ନଜର
ତୁ ମୋର ଲାଗିଲୁ ତୁ ମୋର
ଝିଅ
ଲୁଚି ଛପି ତୁ ଯେବେ ଆସି
ଛାତି ତଳେ ମୋ ଗଲୁ ବସି
ସେବେ ଠାରୁ ଲାଗିଲୁ ତୁ ନିଜଠୁ ବି ନିଜର
ପୁଅ
ଦେଖା ହେଲା ଯେବେ ତୋ ସାଥେ ପ୍ରଥମ ଥର
ତୁ ମୋର ଲାଗିଲୁ ତୁ ମୋର
ତୁ ମୋର ଲାଗିଲୁ ତୁ ମୋର





ପୁଅ
ମହୁ ଠାରୁ ବେଶି ମିଠା ତୋ କଥାରେ
ହଜି ଯାଏରେ ମୁଁ ଭିଜି ଯାଏରେ
ଝିଅ
ହା ବର୍ଷା ପରି ଛିଟା ଛିଟା ତୋ ଥଟାରେ
ମରି ଯାଏରେ ମୁଁ ଝରି ଯାଏରେ
ପୁଅ
ଝରି ଗଲା ତୋ ହସରୁ ଯେବେ ମୋତି କାକର
ତୁ ମୋର ଲାଗିଲୁ ତୁ ମୋର
ଝିଅ
ଚୁପି ଚୁପି ତୁ ଯେବେ ଆସି
ପଲକରେ ମୋ ଗଲୁ ବସି
ସେବେ ଠାରୁ ଲାଗିଗଲା ରଙ୍ଗ ଛିଟା ପ୍ରେମର
ଦେଖା ହେଲା ଯେବେ ତୋ ସାଥେ ପ୍ରଥମ ଥର
ତୁ ମୋର ଲାଗିଲୁ ତୁ ମୋର
ତୁ ମୋର ଲାଗିଲୁ ତୁ ମୋର





ଝିଅ
ରଫତା ରଫତା ତୋ ପ୍ରେମର ଇସାରାରେ
ଭେଦି ଯାଏରେ ମୋ ଛାତି ଭେଦି ଯାଏରେ
ପୁଅ
ହୋ ହଫତା ହଫତା ତୋ ପ୍ରେମର ଭାବନାରେ
ମଜି ରହେରେ ଏ ମନ ମଜି ରହେରେ
ଝିଅ
ଭାବନାରେ ଆସି ତୁ ଯେବେ ମନେ ତୋଳିଲୁ ଘର
ତୁ ମୋର ଲାଗିଲୁ ତୁ ମୋର
ପୁଅ
ହସି ହସି ତୁ ଯେବେ ଆସି
ଦେଇଗଲୁରେ ଏତେ ଖୁସି
ସେବେ ଠାରୁ ଫୁଲ ପାଇଁ ପାଗଳ ଏ ଭଅଁର
ତୁ ମୋର ଲାଗିଲୁ ତୁ ମୋର
ଝିଅ
ତୁ ମୋର ଲାଗିଲୁ ତୁ ମୋର
ପୁଅ
ତୁ ମୋର ଲାଗିଲୁ ତୁ ମୋର
ଝିଅ
ତୁ ମୋର ଲାଗିଲୁ ତୁ ମୋର


dekha hela jebe to sathe Your Astrology Guru Lyrics in odia language



Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00