Table of Contents
Your Astrology Guru Lyrics
ଧନ ଲୋ ଧନ ମୋ ସୁନା ଧନ
dhana lo dhana Your Astrology Guru Lyrics in odia language
ଧନ ଲୋ ଧନ ମୋ ସୁନା ଧନ
ତୋ ବିନା ଅବୁଝା ଏଇ ଅଝଟ ମନ
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ
ହଉ ତୁ ଯାଆ ଲୋ
ଭଲରେ ଥାଆ ଲୋ
ହଉ ତୁ ଯାଆ ଲୋ
ଭଲରେ ଥାଆ ଲୋ
ଭୁଲି ଯିବୁ ପଛ କଥା ପୁରୁଣା ଦିନ
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ
ସରଳିଆ ମନ ମୋର ଭାରି ନିରୀହ
ଭରସାରେ ଦେଇଥିଲି ତତେ ହୃଦୟ
ହୁଁ ସପନକୁ ପର କରି ପିଉଚି ଲୁହ
କେମିତି ତୁ ହେଇଗଲୁ ଏତେ ନିର୍ଦୟ
ଭୁଲିଲେ ଭୁଲିଯା ଦୁରକୁ ଚାଲିଯା
ଭୁଲିଲେ ଭୁଲିଯା ଦୁରକୁ ଚାଲିଯା
ଦିନ ସିନା ଚାଲିଯାଏ ଯାଏନା ଚିହ୍ନ
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ
ସତ ଥିଲା ପ୍ରେମ ମୋର ସ୍ୱାର୍ଥ ନଥିଲା
କହ କାଇଁ ତୋ ଭିତରୁ ପ୍ରେମ କମିଲା
ହୋ ଦିନ କେଇଟାରେ ସବୁ ବଦଳି ଗଲା
ତୋ ବାଟ ମୋ ବାଟ ଅଲଗା ହେଲା
ଯୋଉଠି ଥାଆ ଲୋ ଭଲରେ ଥାଆ ଲୋ
ଯୋଉଠି ଥାଆ ଲୋ ଭଲରେ ଥାଆ ଲୋ
ସ୍ୱାର୍ଥ ପର ପ୍ରିୟା ମୋର ହୃଦୟ ହୀନ
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ
dhana lo dhana Your Astrology Guru Lyrics in odia language
Thank You