Table of Contents
Your Astrology Guru Lyrics
Dine Aainaku Bhangi Your Astrology Guru Lyrics In Odia Language
ପ୍ରିୟା ତୁ ଅଛୁ
ଦିନେ ଆଇନାକୁ ଭାଙ୍ଗି ଦେଖିଲି
ପ୍ରିୟା ତୁ ଅଛୁ
ଦିନେ ମେଘ ଆକାଶକୁ ଚାହିଁଲି
ପ୍ରିୟା ତୁ ଅଛୁ
ଦିନେ ଆଇନାକୁ ଭାଙ୍ଗି ଦେଖିଲି
ପ୍ରିୟା ତୁ ଅଛୁ
ଦିନେ ମେଘ ଆକାଶକୁ ଚାହିଁଲି
ପ୍ରିୟା ତୁ ଅଛୁ
ତୁ ଯଉଠି ଥିବୁ ତୁ ଭଲରେ ଥିବୁ
ତୁ ଯଉଠି ଥିବୁ ତୁ ଭଲରେ ଥିବୁ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ
ମନେ ଥିବ ତୋର ଥିଲା ସୋମବାର
ବସିଥିଲେ ମନ୍ଦିରରେ
ପୂଜା କରୁ କରୁ କହିଥିଲୁ ମତେ
ସଜେଇବ ସିନ୍ଦୁରରେ
ବୁଝିପାରିଲି ନାହିଁ କାଇଁ ଗଲୁ ଦୂରେଇ
ବୁଝିପାରିଲି ନାହିଁ କାଇଁ ଗଲୁ ଦୂରେଇ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ
ଆଜି ମୁଁ କାନ୍ଦୁଚି ଏକା ଏକା ବସି
ଜହ୍ନ ଅଛି କଇଁ ନାହିଁ
ଜହ୍ନକୁ ଦେଖିଲେ ମନ ଭାଙ୍ଗି ଯାଏ
ଦେହ ଅଛି ଛାଇ ନାହିଁ
ପଦେ କହିଲୁ ନାହିଁ ପଦେ ଶୁଣିଲୁ ନାହିଁ
ପଦେ କହିଲୁ ନାହିଁ ପଦେ ଶୁଣିଲୁ ନାହିଁ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ
Dine Aainaku Bhangi Dekhili Your Astrology Guru Lyrics In Odia Font
Thank You