Loading...

299 Big Street, Govindpur, India

Open daily 10:00 AM to 10:00 PM

Dine Aainaku Bhangi Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ଦିନେ ଆଇନାକୁ ଭାଙ୍ଗି ଦେଖିଲି ପ୍ରିୟା ତୁ ଅଛୁ

Dine Aainaku Bhangi Your Astrology Guru Lyrics In Odia Language

ଦିନେ ଆଇନାକୁ ଭାଙ୍ଗି ଦେଖିଲି
ପ୍ରିୟା ତୁ ଅଛୁ
ଦିନେ ଆଇନାକୁ ଭାଙ୍ଗି ଦେଖିଲି
ପ୍ରିୟା ତୁ ଅଛୁ
ଦିନେ ମେଘ ଆକାଶକୁ ଚାହିଁଲି
ପ୍ରିୟା ତୁ ଅଛୁ
ଦିନେ ଆଇନାକୁ ଭାଙ୍ଗି ଦେଖିଲି
ପ୍ରିୟା ତୁ ଅଛୁ
ଦିନେ ମେଘ ଆକାଶକୁ ଚାହିଁଲି
ପ୍ରିୟା ତୁ ଅଛୁ
ତୁ ଯଉଠି ଥିବୁ ତୁ ଭଲରେ ଥିବୁ
ତୁ ଯଉଠି ଥିବୁ ତୁ ଭଲରେ ଥିବୁ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ



ମନେ ଥିବ ତୋର ଥିଲା ସୋମବାର
ବସିଥିଲେ ମନ୍ଦିରରେ
ପୂଜା କରୁ କରୁ କହିଥିଲୁ ମତେ
ସଜେଇବ ସିନ୍ଦୁରରେ
ବୁଝିପାରିଲି ନାହିଁ କାଇଁ ଗଲୁ ଦୂରେଇ
ବୁଝିପାରିଲି ନାହିଁ କାଇଁ ଗଲୁ ଦୂରେଇ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ



ଆଜି ମୁଁ କାନ୍ଦୁଚି ଏକା ଏକା ବସି
ଜହ୍ନ ଅଛି କଇଁ ନାହିଁ
ଜହ୍ନକୁ ଦେଖିଲେ ମନ ଭାଙ୍ଗି ଯାଏ
ଦେହ ଅଛି ଛାଇ ନାହିଁ
ପଦେ କହିଲୁ ନାହିଁ ପଦେ ଶୁଣିଲୁ ନାହିଁ
ପଦେ କହିଲୁ ନାହିଁ ପଦେ ଶୁଣିଲୁ ନାହିଁ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ
ମନେ ରଖିଚୁ ନା ମତେ ଭୁଲି ଯାଇଚୁ

Dine Aainaku Bhangi Dekhili Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00