Loading...

299 Big Street, Govindpur, India

Open daily 10:00 AM to 10:00 PM

Dukha Mo Bhagyare Lekha Your Astrology Guru Lyrics In Odia Language

Human Sagar

Your Astrology Guru Lyrics

କେମିତି ପିନ୍ଧିଲୁ ମଥାରେ ସିନ୍ଦୁର
ହାତରେ ନାଇଲୁ ଶଙ୍ଖା

dukha mo bhagyare lekha Your Astrology Guru Lyrics in odia language


କେମିତି ପିନ୍ଧିଲୁ ମଥାରେ ସିନ୍ଦୁର
ହାତରେ ନାଇଲୁ ଶଙ୍ଖା
କେମିତି କରିଲୁ କାହାକୁ ନିଜର
ମତେ ଦେଇଗଲୁ ଧୋକା

ହୋ କେମିତି ପିନ୍ଧିଲୁ ମଥାରେ ସିନ୍ଦୁର
ହାତରେ ନାଇଲୁ ଶଙ୍ଖା
କେମିତି କରିଲୁ କାହାକୁ ନିଜର
ମତେ ଦେଇଗଲୁ ଧୋକା
ତୋ ଦୁନିଆରେ ଖୁସିରେ ଅଛୁ ତୁ
ମୁଁ ମରୁଚି ଲୋ ଏକା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା






ସାତ ଜନମକୁ କଥା ଦେଇ ତୁ ଲୋ
ଗୋଟିଏ ଜନମ ରଖିଲୁ ନାହିଁ
ହାଏ ମନ ନେଇ ମୋର ବେଇମାନି କଲୁ
କହ ଲୋ କି ସୁଖ ପାଇଲୁ ତୁହି
ତୁ ପାଇ ଗଲୁ ଜୀବନ ସାଥିଟେ
ମୁଁ ଜଳୁଚି ଲୋ ଏକା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା







ତତେ ଭଲ ପାଇ ଖୁସି ମାଗିଥିଲି
ଯନ୍ତ୍ରଣା ଯୁଇରେ ଜଳିବା ପାଇଁ
ହୋ ଉପହାର ମତେ ଦେଲୁ ଲୋ ଏମିତି
ଆଖି ଖୋଲି ଦେଲେ ଲୁହ ଝରଇ
ତୁ ଶୋଉଛୁ ଲୋ ଫୁଲର ଶେଜରେ
ମୋ ଦୁନିଆଟା ଫାଙ୍କା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା
ଦୁଃଖ ମୋ ଭାଗ୍ୟରେ ଲେଖା


dukha mo bhagyare lekha Your Astrology Guru Lyrics in odia language







Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00