Loading...

299 Big Street, Govindpur, India

Open daily 10:00 AM to 10:00 PM

Ede Beimani Tu Your Astrology Guru Lyrics In Odia Language

Human Sagar

Your Astrology Guru Lyrics

ଏଡ଼େ ବେଇମାନି ତୁ ଏଡ଼େ ବେଦରଦି ତୁ

ede beimani tu Your Astrology Guru Lyrics in odia language


ଏଡ଼େ ବେଇମାନି ତୁ ଏଡ଼େ ବେଦରଦି ତୁ
ଏଡ଼େ ବେଇମାନି ତୁ ଏଡ଼େ ବେଦରଦି ତୁ
ତତେ ଭରଷା କରି ଭଲ ପାଉଥିଲି ମୁଁ
ମୋ ହୃଦୟ ସାଥିରେ ଖେଳିଦେଲୁ ପ୍ରିୟା ତୁ
ନୂଆ ସାଥୀଟେ ପାଇ ମତେ ଭୁଲିଗଲୁ ତୁ
ତୁ ହସୁଚୁ ସିନା ନିତି କାନ୍ଦୁଚି ଲୋ ମୁଁ
ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ
ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ




ତୋ ମନକୁ ଭାବି ମନ୍ଦିର ଟିଏ ମନ ତତେ ଦେଲି
ମନ ନେଇ ତୁ ଖେଳିବୁ ବୋଲି ଭାବି ମୁଁ ନଥିଲି
ହୋ ମୋ ପ୍ରେମରେ ଥିଲା କୋଉଠି ଉଣା
ଗଲୁ ମତେ ଭୁଲି
ଛଡେଇ ନେଲୁ ଖୁସି ମୋର ଦୁଃଖ ଦେଲୁ ଖାଲି
ଦୁଃଖ ଦେଲୁ ଖାଲି
ଏଡ଼େ ସ୍ୱାର୍ଥପର ତୁ ଜାଣି ନଥିଲି ଲୋ ମୁଁ
ଏଡ଼େ ସ୍ୱାର୍ଥପର ତୁ ଜାଣି ନଥିଲି ଲୋ ମୁଁ
ତତେ ବିଶ୍ୱାସ କରି ଆଜି ମରୁଚି ଲୋ ମୁଁ
ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ
ଓ ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ





ମୋ ହୃଦୟେ ତତେ ବସେଇ ଥିଲି ଘରଟିଏ କରି
ବୁଝିଲୁ ନାହିଁ ପ୍ରେମକୁ ମୋର ଗଲୁ ଛାତି ଚିରି
ହାଏ ମୋ ଜୀବନେ ଯାହା ରଖିଥିଲି ମୁଁ
ସବୁ ଲୁଟି ନେଲୁ
ଆଉ କା ପ୍ରେମ ପାଇଲୁ ବୋଲି ମତେ ଛାଡ଼ିଦେଲୁ
ମତେ ଛାଡ଼ି ଦେଲୁ
ଏଡ଼େ ଧୋକେବାଜ ତୁ ଭାବି ନଥିଲି ଲୋ ମୁଁ
ଏଡ଼େ ଧୋକେବାଜ ତୁ ଭାବି ନଥିଲି ଲୋ ମୁଁ
ମୁଁ ସରଳ ବୋଲି ଆଜି ଠକିଦେଲୁ ତୁ
ମୋ ଭଲ ପାଇବାକୁ ଝୁରି ମରିବୁ ଲୋ ତୁ
ହୋ ମୋ ଭଲ ପାଇବାକୁ ଝୁରି ମରିବୁ ଲୋ ତୁ

ଏଡ଼େ ବେଇମାନି ତୁ ଏଡ଼େ ବେଦରଦି ତୁ
ତତେ ଭରଷା କରି ଭଲ ପାଉଥିଲି ମୁଁ
ମୋ ହୃଦୟ ସାଥିରେ ଖେଳିଦେଲୁ ପ୍ରିୟା ତୁ
ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ
ଓ ମୋ ଛାତିର କୋହରେ ଜଳିଯିବୁ ପ୍ରିୟା ତୁ


ede beimani tu Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00