Table of Contents
Your Astrology Guru Lyrics
ଫୁଲର ସହରେ ଘରଟେ ତୋଳିଚି
Fulara Sahare Gharate Tolichi Your Astrology Guru Lyrics In Odia Language
ଫୁଲର ସହରେ ଘରଟେ ତୋଳିଚି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
ହୋ ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ତୁ ବସିବୁ ବୋଲି ପ୍ରିୟା ତୁ ବସିବୁ ବୋଲି
ଚାନ୍ଦକୁ କହିଚି ଚାନ୍ଦିନୀ ଦବ
ତାରାକୁ କହିଚି ଗହଣା ହବ
ତୋ ବାଟକୁ ଚାହିଁଚି ଆଖିରୁ ନିଦ ଭୁଲି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
ସପନର ନଈ କୂଳେ ବସିଚି ମୁଁ ତତେ ଚାହିଁ
ତୁ ଆସିଲେ ତୋ କାନରେ
ତୁ ଆସିଲେ ତୋ କାନରେ
ମନ କଥା ଦେବି ମୁଁ କହି
ମେଘକୁ କହିଚି ବରଷା ଦବ
ଫଗୁଣ ତୋ ଦେହେ ରଙ୍ଗ ଢ଼ାଳିବ
ମୁଁ ସଜେଇ ରହିଚି ଗୋଲାପ ହେନା ମଲି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
ଯେଉଁ ଦିନ ତୁ ଆସିବୁ ପାଦରେ ଅଳତା ନାଇ
ମୋ ଜୀବନେ ଭରିଯିବ
ମୋ ଜୀବନେ ଭରିଯିବ
ଅସରନ୍ତି ସୁଖର ଛାଇ
ଭଅଁର ତୋ ପାଇଁ ଗୀତ ଗାଇବ
ଅଳସ ନିଦରେ ଶୁଆଇ ଦବ
ମୁଁ ଚାହିଁଚି ତୋ ପାଇଁ ମନ ଦରଜା ଖୋଲି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
ଫୁଲର ସହରେ ଘରଟେ ତୋଳିଚି
ଫୁଲର ସହରେ ଘରଟେ ତୋଳିଚି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
ହୋ ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ତୁ ବସିବୁ ବୋଲି ପ୍ରିୟା ତୁ ବସିବୁ ବୋଲି
ଚାନ୍ଦକୁ କହିଚି ଚାନ୍ଦିନୀ ଦବ
ତାରାକୁ କହିଚି ଗହଣା ହବ
ତୋ ବାଟକୁ ଚାହିଁଚି ଆଖିରୁ ନିଦ ଭୁଲି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
ହୋ ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
Fulara Sahare Gharate Tolichi Your Astrology Guru Lyrics In Odia Font
Fulara Sahare Gharate Tolichi
Fulara Sahare Gharate Tolichi
Tu Asibu Boli Priya Tu Asibu Boli
Ho Agana Duare Dolite Bandhichi
Agana Duare Dolite Bandhichi
Tu Basibu Boli Priya Tu Basibu Boli Priya
Chanda Ku Kahichi Chandini Daba
Tara Ku Kahichi Gahana Haba
To Bataku Chanhichi Akhiru Nida Bhuli
Tu Asibu Boli Priya Tu Asibu Boli
Sapanara Nae Kule Basichi Mu Tate Chanhi
Tu Asile To Kanare
Tu Asile To Kanare
Mana Katha Debi Mu Kahi
Meghaku Kahichi Barasa Daba
Faguna To Dehe Ranga Dhaliba
Mu Sajei Rahichi Golapa Hena Mali
Tu Asibu Boli Priya Tu Asibu Boli
Jeu Dina Tu Asibu Padare Alata Nae
Mo Jibane Bharijiba
Mo Jibane Bharijiba
Asaranti Sukhara Chhai
Bhaara To Pai Gita Gaiba
Alasa Nidare Suai Daba
Mu Chahnichi To Pai Mana Daraja Kholi
Tu Asibu Boli Priya Tu Asibu Boli
Fulara Sahare Gharate Tolichi
Fulara Sahare Gharate Tolichi
Tu Asibu Boli Priya Tu Asibu Boli
Ho Agana Duare Dolite Bandhichi
Agana Duare Dolite Bandhichi
Tu Basibu Boli Priya Tu Basibu Boli Priya
Chanda Ku Kahichi Chandini Daba
Tara Ku Kahichi Gahana Haba
To Bataku Chanhichi Akhiru Nida Bhuli
Tu Asibu Boli Priya Tu Asibu Boli
HoTu Asibu Boli Priya Tu Asibu Boli
Thank You