Loading...

299 Big Street, Govindpur, India

Open daily 10:00 AM to 10:00 PM

Fulara Sahare Gharate Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ଫୁଲର ସହରେ ଘରଟେ ତୋଳିଚି

Fulara Sahare Gharate Tolichi Your Astrology Guru Lyrics In Odia Language


ଫୁଲର ସହରେ ଘରଟେ ତୋଳିଚି
ଫୁଲର ସହରେ ଘରଟେ ତୋଳିଚି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
ହୋ ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ତୁ ବସିବୁ ବୋଲି ପ୍ରିୟା ତୁ ବସିବୁ ବୋଲି
ଚାନ୍ଦକୁ କହିଚି ଚାନ୍ଦିନୀ ଦବ
ତାରାକୁ କହିଚି ଗହଣା ହବ
ତୋ ବାଟକୁ ଚାହିଁଚି ଆଖିରୁ ନିଦ ଭୁଲି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି






ସପନର ନଈ କୂଳେ ବସିଚି ମୁଁ ତତେ ଚାହିଁ
ତୁ ଆସିଲେ ତୋ କାନରେ
ତୁ ଆସିଲେ ତୋ କାନରେ
ମନ କଥା ଦେବି ମୁଁ କହି
ମେଘକୁ କହିଚି ବରଷା ଦବ
ଫଗୁଣ ତୋ ଦେହେ ରଙ୍ଗ ଢ଼ାଳିବ
ମୁଁ ସଜେଇ ରହିଚି ଗୋଲାପ ହେନା ମଲି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି








ଯେଉଁ ଦିନ ତୁ ଆସିବୁ ପାଦରେ ଅଳତା ନାଇ
ମୋ ଜୀବନେ ଭରିଯିବ
ମୋ ଜୀବନେ ଭରିଯିବ
ଅସରନ୍ତି ସୁଖର ଛାଇ
ଭଅଁର ତୋ ପାଇଁ ଗୀତ ଗାଇବ
ଅଳସ ନିଦରେ ଶୁଆଇ ଦବ
ମୁଁ ଚାହିଁଚି ତୋ ପାଇଁ ମନ ଦରଜା ଖୋଲି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି

ଫୁଲର ସହରେ ଘରଟେ ତୋଳିଚି
ଫୁଲର ସହରେ ଘରଟେ ତୋଳିଚି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
ହୋ ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ଅଗଣା ଦୁଆରେ ଦୋଳିଟେ ବାନ୍ଧିଚି
ତୁ ବସିବୁ ବୋଲି ପ୍ରିୟା ତୁ ବସିବୁ ବୋଲି
ଚାନ୍ଦକୁ କହିଚି ଚାନ୍ଦିନୀ ଦବ
ତାରାକୁ କହିଚି ଗହଣା ହବ
ତୋ ବାଟକୁ ଚାହିଁଚି ଆଖିରୁ ନିଦ ଭୁଲି
ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
ହୋ ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି


Fulara Sahare Gharate Tolichi Your Astrology Guru Lyrics In Odia Font




Fulara Sahare Gharate Tolichi

Fulara Sahare Gharate Tolichi

Tu Asibu Boli Priya Tu Asibu Boli

Ho Agana Duare Dolite Bandhichi

Agana Duare Dolite Bandhichi

Tu Basibu Boli Priya Tu Basibu Boli Priya

Chanda Ku Kahichi Chandini Daba

Tara Ku Kahichi Gahana Haba

To Bataku Chanhichi Akhiru Nida Bhuli

Tu Asibu Boli Priya Tu Asibu Boli

Sapanara Nae Kule Basichi Mu Tate Chanhi

Tu Asile To Kanare

Tu Asile To Kanare

Mana Katha Debi Mu Kahi

Meghaku Kahichi Barasa Daba

Faguna To Dehe Ranga Dhaliba

Mu Sajei Rahichi Golapa Hena Mali

Tu Asibu Boli Priya Tu Asibu Boli

Jeu Dina Tu Asibu Padare Alata Nae

Mo Jibane Bharijiba

Mo Jibane Bharijiba

Asaranti Sukhara Chhai

Bhaara To Pai Gita Gaiba

Alasa Nidare Suai Daba

Mu Chahnichi To Pai Mana Daraja Kholi

Tu Asibu Boli Priya Tu Asibu Boli

Fulara Sahare Gharate Tolichi

Fulara Sahare Gharate Tolichi

Tu Asibu Boli Priya Tu Asibu Boli

Ho Agana Duare Dolite Bandhichi

Agana Duare Dolite Bandhichi

Tu Basibu Boli Priya Tu Basibu Boli Priya

Chanda Ku Kahichi Chandini Daba

Tara Ku Kahichi Gahana Haba

To Bataku Chanhichi Akhiru Nida Bhuli

Tu Asibu Boli Priya Tu Asibu Boli

HoTu Asibu Boli Priya Tu Asibu Boli




Thank You


Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00