Your Astrology Guru Lyrics
ଗୋଲାପି ଗୋଲାପି ନରମ ଓଠରେ
ସିଏ ଯେବେ ହସିଦିଏ ରେ
Hae Mu Marijae Re Your Astrology Guru Lyrics In Odia Language
ଗୋଲାପି ଗୋଲାପି ନରମ ଓଠରେ
ସିଏ ଯେବେ ହସିଦିଏ ରେ
ହାଏ ମୁଁ ମରିଯାଏ ରେ
ହାଏ ମୁଁ ମରିଯାଏ ରେ
କଣେଇ କଣେଇ ହରିଣୀ ଆଖିରେ
ସିଏ ଯେବେ ଚାହିଁ ଦିଏ ରେ
ହାଏ ମୁଁ ମରିଯାଏ ରେ
ହାଏ ମୁଁ ମରିଯାଏ ରେ
କେବେ ସେ ଚନ୍ଦନ କେବେ ସେ ଚାନ୍ଦିନୀ
କେବେ ସେ ମହକ କେବେ ସେ ମୋହିନୀ
ଲାଜେଇ ଲାଜେଇ ଗଜରା ସଜେଇ
ବେଣୀ ତାର ଛାଟି ଦିଏ ରେ
ହାଏ ମୁଁ ମରିଯାଏ ରେ
ହାଏ ମୁଁ ମରିଯାଏ ରେ
ଗାଧୁଆ ତୁଠରେ ଜଳପରୀ ଟିଏ
ଚାଲୁଥିଲେ ରାଜହଂସୀ
ତା ଗଭାରେ ଯୋଉ ଫୁଲ ସେ ଲଗାଏ
ସେ ଫୁଲ ହୁଏ ନା ବାସି
ହୋ ଗାଧୁଆ ତୁଠରେ ଜଳପରୀ ଟିଏ
ଚାଲୁଥିଲେ ରାଜହଂସୀ
ତା ଗଭାରେ ଯୋଉ ଫୁଲ ସେ ଲଗାଏ
ସେ ଫୁଲ ହୁଏ ନା ବାସି
କେବେ ସେ ଅଧିରା କେବେ ସେ ଅଳସି
କେବେ ସେ ମଦିରା କେବେ ସେ ମାନସୀ
ନହକା ନହକା ଅଣ୍ଟାରେ ଛଟକା
ସିଏ ଯେବେ ମାରିଦିଏ ରେ
ହାଏ ମୁଁ ମରିଯାଏ ରେ
ହାଏ ମୁଁ ମରିଯାଏ ରେ
ବାଟ ଚାଲିଗଲେ ନ ଜାଣିଲା ପରି
ଓଢଣୀ ବଜେଇ ଦିଏ
ଜାଣି ଜାଣି ପୁଣି ମୋ ଘର ଆଗରେ
ପାଉଁଜି ହଜେଇ ଦିଏ
ହୋ ଓ ବାଟ ଚାଲିଗଲେ ନ ଜାଣିଲା ପରି
ଓଢଣୀ ବଜେଇ ଦିଏ
ଜାଣି ଜାଣି ପୁଣି ମୋ ଘର ଆଗରେ
ପାଉଁଜି ହଜେଇ ଦିଏ
କେବେ ସେ କବିତା କେବେ ସେ କାହାଣୀ
କେବେ ସେ ସଳିତା କେବେ ସେ ରୋଷଣୀ
ଅଳପ ଅଳପ ତା ମିଠା ଆଳାପ
ଛାତିକି ମୋ ଚିରି ଦିଏ ରେ
ହାଏ ମୁଁ ମରିଯାଏ ରେ
ହାଏ ମୁଁ ମରିଯାଏ ରେ
ହାଏ ମୁଁ ମରିଯାଏ ରେ
ହାଏ ମୁଁ ମରିଯାଏ ରେ
Golapi Golapi Naram Othare Your Astrology Guru Lyrics In Odia Language
Thank You