Loading...

299 Big Street, Govindpur, India

Open daily 10:00 AM to 10:00 PM

Gobinda gobinda Your Astrology Guru Lyrics in odia language

Bhikari bala

Your Astrology Guru Lyrics

ଗୋବିନ୍ଦ ଗୋବିନ୍ଦ ଯେ ପାଞ୍ଚେ ପରର ମନ୍ଦ

Gobinda Gobinda Je Panche Parara Manda Your Astrology Guru Lyrics In Odia Language

ଗୋବିନ୍ଦ ଗୋବିନ୍ଦ ଯେ ପାଞ୍ଚେ ପରର ମନ୍ଦ
ଗୋବିନ୍ଦ ଗୋବିନ୍ଦ ଯେ ପାଞ୍ଚେ ପରର ମନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ
ଗୋବିନ୍ଦ ଗୋବିନ୍ଦ ଯେ ପାଞ୍ଚେ ପରର ମନ୍ଦ
ଗୋବିନ୍ଦ ଗୋବିନ୍ଦ ଯେ ପାଞ୍ଚେ ପରର ମନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ



ମୋହ ମାୟା ଲୋଭ ଜଳନ୍ତା ଅଙ୍ଗାର
ଏ ଜୀବନ ଖଣ୍ଡେ କାଗଜ
ଲାଗିଗଲେ ନିଆଁ ଲିଭିବାକୁ କଷ୍ଟ
ଜଳିଯିବା ବଡ ସହଜ
ମୋହ ମାୟା ଲୋଭ ଜଳନ୍ତା ଅଙ୍ଗାର
ଏ ଜୀବନ ଖଣ୍ଡେ କାଗଜ
ଲାଗିଗଲେ ନିଆଁ ଲିଭିବାକୁ କଷ୍ଟ
ଜଳିଯିବା ବଡ ସହଜ
ଶାଗ ଭାତ ଖାଇ ଶାନ୍ତିରେ ରହିବ
ଶାଗ ଭାତ ଖାଇ ଶାନ୍ତିରେ ରହିବ
କାହିଁକି କପଟ ଛନ୍ଦରେ ଗୋବିନ୍ଦ
କାହିଁକି କପଟ ଛନ୍ଦ
କାହିଁକି କପଟ ଛନ୍ଦରେ ଗୋବିନ୍ଦ
କାହିଁକି କପଟ ଛନ୍ଦ


ଜଳ ମଧ୍ୟେ ଥାଇ ଜଳକୁ ନ ଛୁଇଁ
ସଂସାର କରିବା କଠିନ
ପଙ୍କରୁ ଜନମି ପଦ୍ମ ଫୁଲ ପରି
ଫୁଟିବା ସିନା ଏ ଜୀବନ
ଜଳ ମଧ୍ୟେ ଥାଇ ଜଳକୁ ନ ଛୁଇଁ
ସଂସାର କରିବା କଠିନ
ପଙ୍କରୁ ଜନମି ପଦ୍ମ ଫୁଲ ପରି
ଫୁଟିବା ସିନା ଏ ଜୀବନ
କାଦୁଅ ଚକଟି କି ଲାଭ ମିଳିବ
କାଦୁଅ ଚକଟି କି ଲାଭ ମିଳିବ
କାହିଁକି ବି କର ଭାଙ୍ଗରେ ଗୋବିନ୍ଦ
କାହିଁକି ବି କର ଭାଙ୍ଗ
କାହିଁକି ବି କର ଭାଙ୍ଗରେ ଗୋବିନ୍ଦ
କାହିଁକି ବି କର ଭାଙ୍ଗ



କାଳିଆ କୃପାରୁ ଏ ଓଳି ସେ ଓଳି
ମିଳୁଛି ଦୁଇ ମୁଠା ଭାତ
ପଛେ ପିନ୍ଧା ଲୁଗା ମୁଣ୍ଡ ଗୁଞ୍ଜିବାକୁ
ଅଛି ପରା ଖଣ୍ଡିଏ ଛାତ
କାଳିଆ କୃପାରୁ ଏ ଓଳି ସେ ଓଳି
ମିଳୁଛି ଦୁଇ ମୁଠା ଭାତ
ପଛେ ପିନ୍ଧା ଲୁଗା ମୁଣ୍ଡ ଗୁଞ୍ଜିବାକୁ
ଅଛି ପରା ଖଣ୍ଡିଏ ଛାତ
ଯାହା ଦୁଃଖେ ସୁଖେ ମିଳୁଛି ଯେତିକି
ଯାହା ଦୁଃଖେ ସୁଖେ ମିଳୁଛି ଯେତିକି
ସେଥିରେ ହୁଅ ଆନନ୍ଦରେ ଗୋବିନ୍ଦ
ସେଥିରେ ହୁଅ ଆନନ୍ଦ
ସେଥିରେ ହୁଅ ଆନନ୍ଦରେ ଗୋବିନ୍ଦ
ସେଥିରେ ହୁଅ ଆନନ୍ଦ

ଗୋବିନ୍ଦ ଗୋବିନ୍ଦ ଯେ ପାଞ୍ଚେ ପରର ମନ୍ଦ
ଗୋବିନ୍ଦ ଗୋବିନ୍ଦ ଯେ ପାଞ୍ଚେ ପରର ମନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଗୋବିନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ


Gobinda Gobinda Je Panche Parara Manda Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00