Loading...

299 Big Street, Govindpur, India

Open daily 10:00 AM to 10:00 PM

Hrudaya Tamara Padhiba Your Astrology Guru Lyrics In Odia Font

Babul Supriyo Nibedita

Your Astrology Guru Lyrics

ହୃଦୟ ତମର ପଢିବା ପରେ
ନିଜର ବୋଲି ମୁଁ ଭାବିଲି

Hrudaya Tamara Padhiba Your Astrology Guru Lyrics In Odia Language

ଝିଅ
ହୃଦୟ ତମର ପଢିବା ପରେ
ନିଜର ବୋଲି ମୁଁ ଭାବିଲି
ଭୁଲିଗଲି ଭୁଲିଗଲି ସବୁ ଭୁଲିଗଲି
ମୁଁ ତମର ହେଇଗଲି
ହଁ ମୁଁ ତମର ହେଇଗଲି
ପୁଅ
ତମକୁ ନିଜର ଭାବିବା ପରେ
ସାରା ଦୁନିଆକୁ ପର କଲି
ଭୁଲିଗଲି ଭୁଲିଗଲି ସବୁ ଭୁଲିଗଲି
ମୁଁ ତମର ହେଇଗଲି
ହଁ ମୁଁ ତମର ହେଇଗଲି



ପୁଅ
ସୁନା ଝରା ରୂପା ଝରା ଚେହେରା ତମର
ପଚାରୁଚି ମତେ କୁହ ମୁଁ କିଏ ତୁମର
ଝିଅ
କହେ ଶଙ୍ଖା କହେ ପୁଣି ମଥାର ସିନ୍ଦୁର
ଦେହ ଆଉ ମନ ଏବେ ସବୁ ତ ତୁମର
ପୁଅ
ହୃଦୟ ଭରସା କରିବା ପରେ
ଭରସାର ସାଥି ପାଇଲି
ଭୁଲିଗଲି ଭୁଲିଗଲି ସବୁ ଭୁଲିଗଲି
ମୁଁ ତମର ହେଇଗଲି
ହଁ ମୁଁ ତମର ହେଇଗଲି

ଝିଅ
ଆଜିଠାରୁ ମୋ ଉପରେ ତମ ଅଧିକାର
ନେଇଯାଅ ହାତ ଧରି ପାଖକୁ ତମର
ପୁଅ
ହାତ ଧରି ଚାଲିବାର ଅଛି ବହୁ ଦୂର
କଥା ଦିଅ ଛାଡିବନି କେବେ ହାତ ମୋର
ଝିଅ
ଏ ହାତ ତୁମର ଧରିବା ପରେ
ମୋ ନିଜ ସାହାରା ପାଇଲି
ଭୁଲିଗଲି ଭୁଲିଗଲି ସବୁ ଭୁଲିଗଲି
ମୁଁ ତମର ହେଇଗଲି
ପୁଅ
ହଁ ମୁଁ ତମର ହେଇଗଲି
ଝିଅ
ହୃଦୟ ତମର ପଢିବା ପରେ
ନିଜର ବୋଲି ମୁଁ ଭାବିଲି


Hrudaya Tamara Padhiba Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00