Loading...

299 Big Street, Govindpur, India

Open daily 10:00 AM to 10:00 PM

Jagannatha Ho Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ଜଗନ୍ନାଥ…..ହୋ…..
କିଛି ମାଗୁ ନାହିଁ ତୋତେ

Jagannatha Ho Kichhi Magu Nahi Tote Your Astrology Guru Lyrics In Odia Font

ଜଗନ୍ନାଥ…..ହୋ…..
କିଛି ମାଗୁ ନାହିଁ ତୋତେ
ହେ…..ଜଗନ୍ନାଥ…

ଜଗନ୍ନାଥ…..ହୋ…..
କିଛି ମାଗୁ ନାହିଁ ତୋତେ
ହେ…..ଜଗନ୍ନାଥ…
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ମାଗୁଛି ଶରଧା ବାଲିରୁ ହାତେ ଏ…..
ଜଗନ୍ନାଥ…..ହୋ…..
କିଛି ମାଗୁ ନାହିଁ ତୋତେ


ଆନ ଦରଶନ ନଲୋଡି ନୟନ
ଏକା ତୁମ୍ଭ ଦେଖା ବିନା ଆ…..
ଶୁଣିବାକୁ କାନ ନ ଇଛଇ ଆନ
ତୁମ୍ଭ ଚରିତେ କାମନା ଆ…..
ଜଗନ୍ନାଥ…..ହୋ…..
କିଛି ମାଗୁ ନାହିଁ ତୋତେ
ହେ…..ଜଗନ୍ନାଥ…


ମୋ ହସ୍ତ ଆଙ୍ଗୁଳି ରାମ ବନମାଳି
ହରେକୃଷ୍ଣ ଜପୁ ଥାଉ ଉ…..
ବୋଲେ ବନମାଳି ମୋ ବେନି ଚରଣ
ତୋ ତୀର୍ଥ ଭ୍ରମଣେ ଧାଉଁ ଉଁ…..
ଜଗନ୍ନାଥ…..ହୋ…..
କିଛି ମାଗୁ ନାହିଁ ତୋତେ ଏ…..
ଜଗନ୍ନାଥ…..
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ମାଗୁଛି ଶରଧା ବାଲିରୁ ହାତେ ଏ…..
ଜଗନ୍ନାଥ…..ହୋ…..
କିଛି ମାଗୁ ନାହିଁ ତୋତେ
କିଛି ମାଗୁ ନାହିଁ ତୋତେ
କିଛି ମାଗୁ ନାହିଁ ତୋତେ

Jagannatha Ho Kichhi Magu Nahi Tote Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00