Loading...

299 Big Street, Govindpur, India

Open daily 10:00 AM to 10:00 PM

Jagannathe Ho Mu Jadi Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ଜଗନ୍ନାଥେ ହୋ
ମୁଁ ଜଦି ତମ ଝିଅ ହୁଅନ୍ତି

Jagannathe Ho Mu Jadi Tama Your Astrology Guru Lyrics In Odia Language

ଜଗନ୍ନାଥେ ହୋ
ମୁଁ ଜଦି ତମ ଝିଅ ହୁଅନ୍ତି
ଜଗନ୍ନାଥେ ହୋ
ମୁଁ ଜଦି ତମ ଝିଅ ହୁଅନ୍ତି
ବଡ ଦେଉଳରେ ନାଚି ବୁଲନ୍ତି
କଳପ ବଟରେ ଦୋଳି ଖେଳନ୍ତି
ଷାଠିଏ ପଉଠି ଭୋଗ ପେଟେ ଖାଇ
ଲଷ୍ମୀ ମାଆ କୋଳେ ଶୋଇ ପଡ଼ନ୍ତି
ଜଗନ୍ନାଥେ ହୋ
ମୁଁ ଜଦି ତମ ଝିଅ ହୁଅନ୍ତି
ଜଗନ୍ନାଥେ ହୋ ଜଗନ୍ନାଥେ
ମୁଁ ଜଦି ତମ ଝିଅ ହୁଅନ୍ତି



ସକାଳୁ ଉଠନ୍ତି ମୁହଁ ମୁଁ ଧୁଅନ୍ତି
ନରେନ୍ଦ୍ର ଜଳରେ ଯାଇ
ଯେତେ ଥର ଭୋଗ ସେତେ ମୁଁ ଖାଆନ୍ତି
ଜଗମୋହନରେ ଥାଇ
ସକାଳୁ ଉଠନ୍ତି ମୁହଁ ମୁଁ ଧୁଅନ୍ତି
ନରେନ୍ଦ୍ର ଜଳରେ ଯାଇ
ଯେତେ ଥର ଭୋଗ ସେତେ ମୁଁ ଖାଆନ୍ତି
ଜଗମୋହନରେ ଥାଇ
ଗାଳିଦେଲେ ତମେ ଋଷି ବସନ୍ତି
ହସି ଦେଲେ ପାଦେ ଲୋଟି ଯାଆନ୍ତି
ମନ ଖୁସିଥିଲେ ବାଇଶି ପାହାଚେ
ଉପରୁ ତଳକୁ ଗଡି ଯାଆନ୍ତି
ଜଗନ୍ନାଥେ ହୋ
ମୁଁ ଜଦି ତମ ଝିଅ ହୁଅନ୍ତି
ଜଗନ୍ନାଥେ ହୋ ଜଗନ୍ନାଥେ
ମୁଁ ଜଦି ତମ ଝିଅ ହୁଅନ୍ତି



ତୁମ ବଡଦାଣ୍ଡ ଧୂଳିରେ ଠାକୁର
କରନ୍ତି ମୁଁ ଧୂଳି ଘର
ଭକତ ପାଦରେ ଭାଙ୍ଗି ଯିବ ଜଦି
କହିବି ତୁମ ଆଗର
ତୁମ ବଡଦାଣ୍ଡ ଧୂଳିରେ ଠାକୁର
କରନ୍ତି ମୁଁ ଧୂଳି ଘର
ଭକତ ପାଦରେ ଭାଙ୍ଗି ଯିବ ଜଦି
କହିବି ତୁମ ଆଗର
ଭାଙ୍ଗି ଯାଇଥିଲେ ଗଢେଇ ଦବ
ହଜି ଯାଇଥିଲେ ଖୋଜି ଆଣିବ
ମୋର ଏ ଜୀବନ ତୁମ ଚରଣରେ
ସବୁ ଦିନ ପାଇଁ ଟେକି ଦିଅନ୍ତି
ଜଗନ୍ନାଥେ ହୋ
ମୁଁ ଜଦି ତମ ଝିଅ ହୁଅନ୍ତି
ଜଗନ୍ନାଥେ ହୋ
ମୁଁ ଜଦି ତମ ଝିଅ ହୁଅନ୍ତି
ଜଗନ୍ନାଥେ ହୋ ଜଗନ୍ନାଥେ
ମୁଁ ଜଦି ତମ ଝିଅ ହୁଅନ୍ତି



Jagannathe Ho Mu Jadi Tama Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00