Loading...

299 Big Street, Govindpur, India

Open daily 10:00 AM to 10:00 PM

Jagate To Name Baje Bajana Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଜଗତେ ତୋ ନାମେ ବାଜେ ବାଜଣା
ପରଖିଲେ ଦୁଃଖ ଜଣାନ୍ତୁ ସିନା

jagate to name baje bajana Your Astrology Guru Lyrics in odia language


ଜଗତେ ତୋ ନାମେ ବାଜେ ବାଜଣା
ପରଖିଲେ ଦୁଃଖ ଜାଣନ୍ତୁ ସିନା
ଜଗତେ ତୋ ନାମେ ବାଜେ ବାଜଣା
ପରଖିଲେ ଦୁଃଖ ଜାଣନ୍ତୁ ସିନା
ଫେରିଲେ ଦୁଆରୁ ଖାଲି ହାତେ
ଖାଲି ହାତେ ତୋର ନିଦ ଭାଙ୍ଗେନା
କାହିଁ କେ ଡ଼ାକିବ କାଳିଆ ସୁନା
କାହିଁ କେ ଡ଼ାକିବ କାଳିଆ ସୁନା



ବାଟ ନ ପାଇଲେ ଯାଏ ତୋ ଶରଣେ
ଦୁଃଖକୁ ବଢା଼ଉ କେଉଁ ବଡ ପଣେ
ବାଟ ନ ପାଇଲେ ଯାଏ ତୋ ଶରଣେ
ଦୁଃଖକୁ ବଢା଼ଉ କେଉଁ ବଡ ପଣେ
ଜଗତେ ତ ତୁ ବଡ ଦିଅଁ
ତୋ ପରି ଅଛି କିଏ କହ
ତୋ ପରି ଅଛି କିଏ କହ
ବୁଝିବାକୁ ଅନ୍ତରର ବେଦନା
ଅନ୍ତର୍ଯ୍ୟାମୀ ନାମ ବହିଛୁ ସିନା
ଦୁଖିଙ୍କି ଖେଳାଉ ବଡଦାଣ୍ଡେ
ବଡ଼ଦାଣ୍ଡେ ନିତି କରି ଖେଳଣା



ତେଲ ଲୁଣ ଭରା ଏହି ତ ସଂସାର
ଅଢେଇ ଦିନକୁ କାହିଁକି ଚାତର
ତେଲ ଲୁଣ ଭରା ଏହି ତ ସଂସାର
ଅଢେଇ ଦିନକୁ କାହିଁକି ଚାତର
ଥିବ କିବା ଷାଠିଏ ପଉଟି
ଭାବିଛୁ ନେବୁ ବସି ବଟି
ଭାବିଛୁ ନେବୁ ବସି ବଟି
ଜୀବନରେ ଭରି ଦେଉ ଜଞ୍ଜାଳ
ଶେଷ ଯାଏ ସରେ ନାହିଁ ସେ ଖେଳ
ମଝି ଦରିଆକୁ ଦେଇ ଠେଲି
ଦେଇ ଠେଲି ଏବେ ହେଲୁ ଅଜଣା
କାହିଁ କେ ଡ଼ାକିବ କାଳିଆ ସୁନା
କାହିଁ କେ ଡ଼ାକିବ କାଳିଆ ସୁନା
କାଳିଆ ସୁନା କାଳିଆ ସୁନା କାଳିଆ ସୁନା

jagate to name baje bajana Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00