Loading...

299 Big Street, Govindpur, India

Open daily 10:00 AM to 10:00 PM

Jamuna Ghatare Lahuni Hata Your Astrology Guru Lyrics In Odia Font

Sourav Nayak

Your Astrology Guru Lyrics

ଯମୁନା ଘାଟରେ ଲହୁଣୀ ହାଟ
ନଟ ତୋରି ନାଟ

Jamuna Ghatare Lahuni Hata Your Astrology Guru Lyrics In Odia Language

ଯମୁନା ଘାଟରେ ଲହୁଣୀ ହାଟ
ନଟ ତୋରି ନାଟ
ହାଁ ଆନନ୍ଦ ବଜାରେ ଅବଢ଼ା ହାଟ
ନଟ ତୋରି ନାଟ
ଯମୁନା ଘାଟରେ ଲହୁଣୀ ହାଟ
ନଟ ତୋରି ନାଟ
ଆନନ୍ଦ ବଜାରେ ଅବଢ଼ା ହାଟ
ନଟ ତୋରି ନାଟ
ସିଂହୀ ଦୁଆରେ କଂସା କବାଟ
ନନା ଗୋସେଇଁ ଜଗିଚି ବାଟ
ମୁଣ୍ଡରେ ବାଜୁଚି ଯାଉଁଳି ଛାଟ
ନଟ ତୋରି ନାଟ
ନଟ ତୋରି ନାଟ



ଲହୁଣୀ ହାଟରେ ଗୋପ ଗଉଡ଼ୁଣୀ
ବେପାର ବୁଡେଇ ଦେଲୁ
କଉଡ଼ି ନ ଦେଇ ଖାଇଲୁ ଖାଇଲୁ
ଠେକି ବେକା ଭାଙ୍ଗୁଥିଲୁ
ହୋ…ଲହୁଣୀ ହାଟରେ ଗୋପ ଗଉଡ଼ୁଣୀ
ବେପାର ବୁଡେଇ ଦେଲୁ
କଉଡ଼ି ନ ଦେଇ ଖାଇଲୁ ଖାଇଲୁ
ଠେକି ବେକା ଭାଙ୍ଗୁଥିଲୁ
ଚଳୁରେ ଯେବେ ନ ଦିଶୁ ଏବେ
ସେ ନୈବେଦ୍ୟ ଭୋଗ ନ ଲାଗେ
ଷାଠିଏ ପଉଠି ହଉଚି ନଷ୍ଟ
ନଟ ତୋରି ନାଟ
ନଟ ତୋରି ନାଟ



ଦହିର ସୁଆଦ ଲହୁଣୀରେ ନାହିଁ
ହଉ ଖଟା ହଉ ମିଠା
ତୋ ଲାଗି ନଟରେ ବାଟରେ ଘାଟରେ
ଦହିବାଲି ହଟ ହଟା
ହୋ ଦହିର ସୁଆଦ ଲହୁଣୀରେ ନାହିଁ
ହଉ ଖଟା ହଉ ମିଠା
ତୋ ଲାଗି ନଟରେ ବାଟରେ ଘାଟରେ
ଦହିବାଲି ହଟ ହଟା
ଅବଢ଼ା ହାଟେ ଟଙ୍କ ତୋରାଣି
ଅବଢ଼ାଠାରୁ ସୁଆଦ ପୁଣି
ଠେଲାରେ ପେଲାରେ ଭକତ କଷ୍ଟ
ନଟ ତୋରି ନାଟ
ନଟ ତୋରି ନାଟ

ଯମୁନା ଘାଟରେ ଲହୁଣୀ ହାଟ
ନଟ ତୋରି ନାଟ
ହାଁ ଆନନ୍ଦ ବଜାରେ ଅବଢ଼ା ହାଟ
ନଟ ତୋରି ନାଟ
ଯମୁନା ଘାଟରେ ଲହୁଣୀ ହାଟ
ନଟ ତୋରି ନାଟ
ଆନନ୍ଦ ବଜାରେ ଅବଢ଼ା ହାଟ
ନଟ ତୋରି ନାଟ
ସିଂହୀ ଦୁଆରେ କଂସା କବାଟ
ନନା ଗୋସେଇଁ ଜଗିଚି ବାଟ
ମୁଣ୍ଡରେ ବାଜୁଚି ଯାଉଁଳି ଛାଟ
ନଟ ତୋରି ନାଟ
ନଟ ତୋରି ନାଟ
ନଟ ତୋରି ନାଟ
ନଟ ତୋରି ନାଟ


Jamuna Ghatare Lahuni Hata Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00