Loading...

299 Big Street, Govindpur, India

Open daily 10:00 AM to 10:00 PM

Jien Thiba Jae Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଜିଇଁ ଥିବା ଯାଏ ଚଳୁ ଗୋଡ ହାତ
ଲୋଡ଼ା ନାହିଁ ପୁଅ ବୋହୁ ହାତ ରନ୍ଧା ଭାତ

jien thiba jae Your Astrology Guru Lyrics in odia language


ଜିଇଁ ଥିବା ଯାଏ ଚଳୁ ଗୋଡ ହାତ
ଲୋଡ଼ା ନାହିଁ ପୁଅ ବୋହୁ ହାତ ରନ୍ଧା ଭାତ
ଜିଇଁ ଥିବା ଯାଏ ଚଳୁ ଗୋଡ ହାତ
ଲୋଡ଼ା ନାହିଁ ପୁଅ ବୋହୁ ହାତ ରନ୍ଧା ଭାତ
ତୁମ ଛଡା ଦୁନିଆରେ
ତୁମ ଛଡା ଦୁନିଆରେ କେହି ନୁହଁ ସତ
ଜଗନ୍ନାଥ ଆହେ ଜଗନ୍ନାଥ
ଜଗନ୍ନାଥ ଆହେ ଜଗନ୍ନାଥ



ଏ ହାତର ପାପ ଜଦି ସେ ହାତ ନ ନବ
କାହାକୁ ଭରଷା କରି ଅଛି କିବା ଲାଭ
ହୋ..ଜାଣିଚି ଭାଙ୍ଗିବ ଯେବେ ସବୁ ଗଛ ଡାଳ
ତୁମ ଚଉବାହା ତଳେ ଯିବ ଖରା ବେଳ
ଜିଇଁ ଥିବା ଯାଏ ମୋର ଦେଖୁ ମୋର ନେତ୍ର
ଦିନ ରାତି ପଢ଼ୁଥିବି ଗୀତା ଭାଗବତ
ଗୀତା ଛଡା ଦୁନିଆରେ
ଗୀତା ଛଡା ଦୁନିଆରେ କିଛି ନୁହଁ ସତ
ଜଗନ୍ନାଥ ଆହେ ଜଗନ୍ନାଥ
ଜଗନ୍ନାଥ ଆହେ ଜଗନ୍ନାଥ



କାହାରି ଉପରେ କେବେ ହେବି ନାହିଁ ବୋଝ
ନେବି ନାହିଁ କାହା ସୁଖ ଉଦ୍ଧାର କରଜ
କରଜ ନେଲେ ମୁଁ ନେବି ତୁମରି କରୁଣା
ସ୍ୱର୍ଗ ଦ୍ୱାରେ ଲେଖିବାକୁ ମୋ ଶେଷ ଠିକଣା
ଯେଉଁ ଠିକଣାରେ ଥିବ ସରଗକୁ ପଥ
ସେଇ ପଥରେ ଯୋଡ଼ିବ ମୋ ରୁକୁଣା ରଥ
ଏଇ ଆଶା ଅଭିଳାଷ
ଏଇ ଆଶା ଅଭିଳାଷ ହେଇଯାଉ ସତ
ଜଗନ୍ନାଥ ଆହେ ଜଗନ୍ନାଥ
ଜଗନ୍ନାଥ ଆହେ ଜଗନ୍ନାଥ
ଜଗନ୍ନାଥ ଆହେ ଜଗନ୍ନାଥ
ଜଗନ୍ନାଥ ଆହେ ଜଗନ୍ନାଥ

jien thiba jae chalu goda hata Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00