Table of Contents
Your Astrology Guru Lyrics
ଯୁଇରେ ଜଳିଯିବି ମୁଁ ଖୋଜି ପାଇବୁନି ତୁ
juire jalijibi mu khoji paibuni tu Your Astrology Guru Lyrics in odia language
ହୋ…ହୋ…
ଯୁଇରେ ଜଳିଯିବି ମୁଁ ଖୋଜି ପାଇବୁନି ତୁ
ଯୁଇରେ ଜଳିଯିବି ମୁଁ ଖୋଜି ପାଇବୁନି ତୁ
ଯୁଇ ଜଳିଗଲା ପରେ ପାଲଟିବି ପାଉଁଶ
ସେ ପାଉଁଶେ ଛାଡିଯିବି ଶେଷ ମୋ ନିଶ୍ୱାସ
ତୁଚ୍ଛ କରିଦେଇ ମତେ ତୁଟାଇଲୁ ବିଶ୍ୱାସ
ହେ ପ୍ରିୟା ବଦଳି ଗଲୁ ଲୋ ତୁ
ହେ ପ୍ରିୟା ବଦଳି ଗଲୁ ଲୋ ତୁ
ଆଖିରେ ରହିଚି ମୋ ଅସରାଏ ଲୁହ
ଓଠ ହସୁଥାଏ ହେଲେ ଛାତି ତଳେ କୋହ
ହୋ ଆଖିରେ ରହିଚି ମୋ ଅସରାଏ ଲୁହ
ଓଠ ହସୁଥାଏ ହେଲେ ଛାତି ତଳେ କୋହ
ଲୁହ ଭିଜି ଗଲା ପରେ ଭାଙ୍ଗିଯାଏ ମନ
ଭଙ୍ଗା ମନେ ହଜିଯାଏ ପ୍ରେମର ସପନ
ସପନକୁ ଭାଙ୍ଗି ଦେଇ କଲୁ ବଦନାମ
ହେ ପ୍ରିୟା ପାଶୋରି ଗଲୁ ଲୋ ତୁ
ହେ ପ୍ରିୟା ପାଶୋରି ଗଲୁ ଲୋ ତୁ
ସପନ ରାଇଜରେ ପ୍ରୀତି ଛନ୍ଦା ସାଜି
ଚୁପି ଚୁପି ଆସିଥିଲୁ ମୋ ସାଥେ ମଜି
ହୋ ସପନ ରାଇଜରେ ପ୍ରୀତି ଛନ୍ଦା ସାଜି
ଚୁପି ଚୁପି ଆସିଥିଲୁ ମୋ ସାଥେ ମଜି
ଦେଖେଇଲୁ କାଇଁ ମତେ ଅସରା ସପନ
ପାଲଟି ଥିଲୁ ତୁ ମୋ ଛାତିର ସ୍ପନ୍ଦନ
ସ୍ପନ୍ଦନକୁ ରୋକି ଦେଇ କଲୁ ହିନିମାନ
ହେ ପ୍ରିୟା ଭୁଲି ତ ଗଲୁ ଲୋ ତୁ
ଓ…ଯୁଇରେ ଜଳିଯିବି ମୁଁ
ଓ…ଯୁଇରେ ଜଳିଯିବି ମୁଁ
ହୋ…ଯୁଇରେ ଜଳିଯିବି ମୁଁ
juire jalijibi mu khoji paibuni tu Your Astrology Guru Lyrics in odia language
Thank You