Your Astrology Guru Lyrics
କଦଳୀ ପତର ଖଣ୍ଡକୁ ଟଙ୍କେ କୈବଲ୍ୟ ହାଟରେ
ଯାହାକୁ ଲାଗିଛି ଅବଢ଼ା ନିଶା ଦର କିଏ ପଚାରେ
kadali patara khandaku Your Astrology Guru Lyrics in odia language
କଦଳୀ ପତର ଖଣ୍ଡକୁ ଟଙ୍କେ କୈବଲ୍ୟ ହାଟରେ
କଦଳୀ ପତର ଖଣ୍ଡକୁ ଟଙ୍କେ କୈବଲ୍ୟ ହାଟରେ
ଯାହାକୁ ଲାଗିଛି ଅବଢ଼ା ନିଶା ଦର କିଏ ପଚାରେ
ଆଲୋ ମାଉସୀ ଅଣ୍ଟି ପଇସି ଦେ ମୁରୁଛି
ଧନମଣି ପାଖରେ ଧନମଣି ପାଖରେ
କଦଳୀ ପତର ଖଣ୍ଡକୁ ଟଙ୍କେ କୈବଲ୍ୟ ହାଟରେ
ଜଗତେ ଗୋଟିଏ ଅବଢ଼ା ହାଟ ଏକା ପୁରସ୍ତମରେ
କାଳିଆ ନାହିଁ କି ଅବଢ଼ା ନାହିଁ ଆଉ ତିନି ଧାମରେ
ଜଗତେ ଗୋଟିଏ ଅବଢ଼ା ହାଟ ଏକା ପୁରସ୍ତମରେ
କାଳିଆ ନାହିଁ କି ଅବଢ଼ା ନାହିଁ ଆଉ ତିନି ଧାମରେ
ଅଭାବକୁ ଭାବ ସେଇ ଅନୁକୂଳେ ଶୁଭ ହୋଇ
ଜଗତ ଉଦ୍ଧାର ପାଇଁ ଜଗନ୍ନାଥ ନାମ ନେଇ
ଆଲୋ ମାଉସୀ ଲାଗିଚି ଆସି ପୁଣ୍ୟ କଳସୀ
ନୀଳସିନ୍ଧୁ ତଟରେ ନୀଳସିନ୍ଧୁ ତଟରେ
କଦଳୀ ପତର ଖଣ୍ଡକୁ ଟଙ୍କେ କୈବଲ୍ୟ ହାଟରେ
କେବଳ ଶବ୍ଦରୁ କୈବଲ୍ୟ ହେଲା କେବଳ ଏ ଅମୃତ
ଅବଢ଼ା ହାଟ ନା ଅମୃତ ହାଟ ଭାବ ବଡ ଦୁପତ
କେବଳ ଶବ୍ଦରୁ କୈବଲ୍ୟ ହେଲା କେବଳ ଏ ଅମୃତ
ଅବଢ଼ା ହାଟ ନା ଅମୃତ ହାଟ ଭାବ ବଡ ଦୁପତ
ବାଇ ହାଣ୍ଡିରୁ ଯେ ଆସି ମାଟି କୁଡୁଆରେ ଥାଏ
ଶୁଖିଗଲା ପରେ ସେତ ନିରିମାଲ୍ୟ ହୋଇଯାଏ
ଆଲୋ ମାଉସୀ ଯିଏ ଖାଇଛି ସିଏ ପାଇଛି
ତା ଭାବ ଅନ୍ତରେ ତା ଭାବ ଅନ୍ତରେ
କଦଳୀ ପତର ଖଣ୍ଡକୁ ଟଙ୍କେ କୈବଲ୍ୟ ହାଟରେ
ଯାହାକୁ ଲାଗିଛି ଅବଢ଼ା ନିଶା ଦର କିଏ ପଚାରେ
ଆଲୋ ମାଉସୀ ଅଣ୍ଟି ପଇସି ଦେ ମୁରୁଛି
ଧନମଣି ପାଖରେ ଧନମଣି ପାଖରେ
ଧନମଣି ପାଖରେ ଧନମଣି ପାଖରେ
ଧନମଣି ପାଖରେ ଧନମଣି ପାଖରେ
kadali patara khanda ku tanke Your Astrology Guru Lyrics in odia language
Thank You