Loading...

299 Big Street, Govindpur, India

Open daily 10:00 AM to 10:00 PM

Kahana Kahana Mu Tora Your Astrology Guru Lyrics In Odia Language

Kumar Sanu Pamela Jain

Your Astrology Guru Lyrics

କହନା କହନା ମୁ ତୋର କଣ ହେବି

kahana kahana mu tora kan hebi Your Astrology Guru Lyrics


Female
କହନା କହନା ମୁ ତୋର କଣ ହେବି
ହେ କହନା କହନା ମୁ ତୋର କଣ ହେବି
Male
ତୁ ମୋର ଦିନ ଲୋ ତୁ ମୋର ରାତି ଲୋ
ତୁ ମୋର ଦିନ ଲୋ ତୁ ମୋର ରାତି ଲୋ
ତୁ ମୋର ସକାଳର ସୁନେଲି ଛବି
Female
କହନା କହନା ମୁ ତୋର କଣ ହେବି
କହନା କହନା ମୁ ତୋର କଣ ହେବି



Male
ତୁ ମୋର ଚୁନା ଚୁନା ଚାନ୍ଦ ପୁନେଇ
ମୋ ରାତି ବିତି ଯାଉ ତତେ ଅନେଇ
Female
ତୁ ମୋର ଢେଉ ଢେଉ ନୀଳ ସାଗର
ତୋ ଛାତି ମୋ ପାଇଁ ମୋତି ସହର
Male
ତୁ ମୋର ପ୍ରେମ ଲୋ ତୁ ମୋର ପ୍ରୀତି ଲୋ
ତୁ ମୋର ପ୍ରେମ ଲୋ ତୁ ମୋର ପ୍ରୀତି ଲୋ
ଏ ମନ ଏ ଜୀବନ ତତେ ମୁ ଦେବି
Female
ହାଏ କହନା କହନା ମୁ ତୋର କଣ ହେବି
ହାଏ କହନା କହନା ମୁ ତୋର କଣ ହେବି



Male
ତୋ କଥା ମିଠା ମିଠା ମତେ ଲାଗୁଚି
ତୋ ପାଖେ ରହିବାକୁ ଇଛା ହଉଚି
Female
ତୋ ପ୍ରେମ ମତେ ଭାରି ଭଲ ଲାଗୁଛି
ଥିବି ମୁ ସବୁ ଦିନ କଥା ଦଉଛି
Male
ତୁ ମୋର ସାଥି ଲୋ ତୁ ମୋର ସ୍ମୃତି ଲୋ
ତୁ ମୋର ସାଥି ଲୋ ତୁ ମୋର ସ୍ମୃତି ଲୋ
ଆସିଲେ ରାତି ଗୋରୀ ତତେ ଖୋଜିବି
Female
କହନା କହନା ମୁ ତୋର କଣ ହେବି
ଏ କହନା କହନା ମୁ ତୋର କଣ ହେବି
Male
ହୋ ତୁ ମୋର ଦିନ ଲୋ ତୁ ମୋର ରାତି ଲୋ
ତୁ ମୋର ଦିନ ଲୋ ତୁ ମୋର ରାତି ଲୋ
ତୁ ମୋର ସକାଳର ସୁନେଲି ଛବି
Female
ଏ କହନା କହନା ମୁ ତୋର କଣ ହେବି
Male
ଏ ବୁଝିଲୁ ବୁଝିଲୁ ମୁ ତୋର କଣ ହେବି
ହାଁ ବୁଝିଲୁ ବୁଝିଲୁ ମୁ ତୋର କଣ ହେବି

kahana kahana mu tora kan hebi Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00