Table of Contents
Your Astrology Guru Lyrics
Kala Gouda Toka Sie Your Astrology Guru Lyrics In Odia Language
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
ବାଟରେ ଘାଟରେ ଲୁଚି ଛପି ସିଏ
ବାଟରେ ଘାଟରେ ଲୁଚି ଛପି ସିଏ
ମାରୁଥିଲା ମାରୁଥିଲା ମାରୁଥିଲା
ଦହି ହାଣ୍ଡିକୁ ଟେକା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
ନୀଳ କନ୍ଦରରେ ଲୀଳା ଲଗେଇଚି
ନୀଳ କନ୍ଦରରେ ଲୀଳା ଲଗେଇଚି
ଷାଠିଏ ଷାଠିଏ ଷାଠିଏ
ପଉଟି ଖାଉଚି ଏକା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
ଖେଳୁଥିଲା ଗୋପ ଦାଣ୍ଡରେ ଧୂଳି
ଚାପ ଖେଳେ ଦେହେ ଚନ୍ଦନ ବୋଳି
ଖେଳୁଥିଲା ଗୋପ ଦାଣ୍ଡରେ ଧୂଳି
ଚାପ ଖେଳେ ଦେହେ ଚନ୍ଦନ ବୋଳି
ଗୋପ ନାରୀଙ୍କର ମହତ ସାରି
ପାଲଟା ବସନ କରିଲା ଚୋରି
ପତିତ ପାବନ ନାମକୁ ବହିତା
ପତିତ ପାବନ ନାମକୁ ବହିତା
ନୀଳଚକ୍ରେ ନୀଳଚକ୍ରେ ନୀଳଚକ୍ରେ
ବାନ୍ଧି ଅଛି ପତାକା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
ଦିନ ଯାଏ ଗାଈ ଚରେଇ ବନେ
ରାତିରେ ଲୀଳା କରେ କୁଞ୍ଜ ବନେ
ଦିନ ଯାଏ ଗାଈ ଚରେଇ ବନେ
ରାତିରେ ଲୀଳା କରେ କୁଞ୍ଜ ବନେ
ନାହିଁ ତା ମୁଁହରେ ଟିକିଏ ଲାଜ
ମାଇଁଟା ସାଙ୍ଗରେ କରିଲା ଭାବ
ସେଇ ନନ୍ଦ ପୁଅ ଦାରୁ ଦିଅଁ ସାଜି
ସେଇ ନନ୍ଦ ପୁଅ ଦାରୁ ଦିଅଁ ସାଜି
ଭକତ ଭକତ ଭକତ
ମାନଙ୍କୁ କରୁଚି ବୋକା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
ବାଟରେ ଘାଟରେ ଲୁଚି ଛପି ସିଏ
ବାଟରେ ଘାଟରେ ଲୁଚି ଛପି ସିଏ
ମାରୁଥିଲା ମାରୁଥିଲା ମାରୁଥିଲା
ଦହି ହାଣ୍ଡିକୁ ଟେକା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
ନୀଳ କନ୍ଦରରେ ଲୀଳା ଲଗେଇଚି
ନୀଳ କନ୍ଦରରେ ଲୀଳା ଲଗେଇଚି
ଷାଠିଏ ଷାଠିଏ ଷାଠିଏ
ପଉଠି ଖାଉଚି ଏକା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
କଳା ଗଉଡ଼ ଟୋକା ସିଏ ମୁରଲୀ ଫୁଙ୍କା
Kala Gouda Toka Your Astrology Guru Lyrics In Odia Language
Thank You