Loading...

299 Big Street, Govindpur, India

Open daily 10:00 AM to 10:00 PM

Khola Rakhithibu Your Astrology Guru Lyrics In Odia Language

Sricharan Mohanty

Your Astrology Guru Lyrics

ଖୋଲା ରଖିଥିବୁ ସିଂହ ଦୁଆର ତୋର

Khola Rakhithibu Singha Duara Your Astrology Guru Lyrics In Odia Language

ଖୋଲା ରଖିଥିବୁ ସିଂହ ଦୁଆର
ଖୋଲା ରଖିଥିବୁ ସିଂହ ଦୁଆର ତୋର
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
କାଳିଆରେ ତୋ ଦୁଆରେ
କାଳିଆରେ ତୋ ଦୁଆରେ
ଏଇ ଶେଷ ମାଗୁଣି ମୋର ହାଏ
ଖୋଲା ରଖିଥିବୁ ସିଂହ ଦୁଆର ତୋର
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର


ଦିଶି ଯାଉଥିବ ପତିତ ପାବନ
ଭାସି ଆସୁଥିବ ତୁଳସୀ ଚନ୍ଦନ
ଶବ ହେଉ ପଛେ ଶୁଣୁଥିବ କାନ
ବଡ ଦେଉଳର ଭଜନ କୀର୍ତ୍ତନ
ପାପ ଥାଉ ପୁଣ୍ୟ ଥାଉ
ପାପ ଥାଉ ପୁଣ୍ୟ ଥାଉ
ରଖିବୁନି ବାଛ ବିଚାରରେ
ଖୋଲା ରଖିଥିବୁ ସିଂହ ଦୁଆର ହାଏ
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର


ପଛେ ଶୁଭୁଥିବ ରାମ ନାମ ସତ୍ୟ
ସତ୍ୟର ସ୍ୱରୂପ ତୁହି ଜଗନ୍ନାଥ
ଚାଲି ଯାଉଥିବେ ମୋ ଶବ ବାହାକ
ଅନ୍ତରେ ଉଚ୍ଚାରି ଜୟ ଜଗନ୍ନାଥ
ଗଲା ପରେ ଭାବିବୁରେ
ଗଲା ପରେ ଭାବିବୁରେ
ଗଲା ଜଣେ କେହି ନିଜରରେ
ଖୋଲା ରଖିଥିବୁ ସିଂହ ଦୁଆର ତୋର
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର

ଖୋଲା ରଖିଥିବୁ ସିଂହ ଦୁଆର
ଖୋଲା ରଖିଥିବୁ ସିଂହ ଦୁଆର ହାଏ
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର
କାଳିଆରେ ତୋ ଦୁଆରେ
କାଳିଆରେ ତୋ ଦୁଆରେ
ଏଇ ଶେଷ ମାଗୁଣି ମୋର ହାଏ
ଖୋଲା ରଖିଥିବୁ ସିଂହ ଦୁଆର ହାଏ
ଖୋଲା ରଖିଥିବୁ ସିଂହ ଦୁଆର
ଖୋଲା ରଖିଥିବୁ ସିଂହ ଦୁଆର ହାଏ
ଯେଉଁଦିନ ମୋ ଶବ ଯିବ ସ୍ୱର୍ଗଦ୍ୱାର

Khola Rakhithibu Singha Duara Your Astrology Guru Lyrics In Odia Language


Thank You


Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00