Your Astrology Guru Lyrics
କଲମ ଧରିଲେ ପ୍ରଥମେ ଲେଖେ ଯା ନାଁ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
kalama dharile Your Astrology Guru Lyrics in odia language
ହେ ଆହା ହା ହା ହେ ହେ ଉଁ ହୁଁ ହୁଁ
କଲମ ଧରିଲେ ପ୍ରଥମେ ଲେଖେ ଯା ନାଁ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
ନିଇତି ରାତିରେ ସପନେ ବୁଲେ ଯା ଗାଁ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
କୁଆଁରୀ ଆଖିରେ ତାର
କୁହୁକ କଜଳ ଗାର
ଗାର ନୁହେଁ ସେତ ହାଏ
ପ୍ରେମ ସରୁ ନଈ ଧାର
ହାଁ କୁଆଁରୀ ଆଖିରେ ତାର
କୁହୁକ କଜଳ ଗାର
ଗାର ନୁହେଁ ସେତ ହାଏ
ପ୍ରେମ ସରୁ ନଈ ଧାର
ଯେମିତି ଝିଅ ସେ ଛୁଇଁଲେ କହିବ ଯା
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
ପ୍ରଥମ ଦେଖାରେ ସିଏ
ଲାଜରେ ଝାଉଁଳି ଗଲା
ହାଏ ତା ସରୁ ଓଢଣୀ
ନିଦ ମୋର ଚୋରେଇଲା
ପ୍ରଥମ ଦେଖାରେ ସିଏ
ଲାଜରେ ଝାଉଁଳି ଗଲା
ହାଏ ତା ସରୁ ଓଢଣୀ
ନିଦ ମୋର ଚୋରେଇଲା
ଖୋଜୁଚି ତାକୁ ମୁ ଡାକୁଚି ଆଜି ମୁ ଆ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
କଲମ ଧରିଲେ ପ୍ରଥମେ ଲେଖେ ଯା ନାଁ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
ନିଇତି ରାତିରେ ସପନେ ବୁଲେ ଯା ଗାଁ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
ହେ ହେ ହେ ଆହା ହା ହା
ହେ ହେ ଓ ହୋ ଓ
kalama dharile Your Astrology Guru Lyrics in odia language
Thank You