Loading...

299 Big Street, Govindpur, India

Open daily 10:00 AM to 10:00 PM

Kalama Dharile Your Astrology Guru Lyrics In Odia Language

Kumar Sanu

Your Astrology Guru Lyrics

କଲମ ଧରିଲେ ପ୍ରଥମେ ଲେଖେ ଯା ନାଁ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା

kalama dharile Your Astrology Guru Lyrics in odia language


ହେ ଆହା ହା ହା ହେ ହେ ଉଁ ହୁଁ ହୁଁ

କଲମ ଧରିଲେ ପ୍ରଥମେ ଲେଖେ ଯା ନାଁ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
ନିଇତି ରାତିରେ ସପନେ ବୁଲେ ଯା ଗାଁ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା

କୁଆଁରୀ ଆଖିରେ ତାର
କୁହୁକ କଜଳ ଗାର
ଗାର ନୁହେଁ ସେତ ହାଏ
ପ୍ରେମ ସରୁ ନଈ ଧାର
ହାଁ କୁଆଁରୀ ଆଖିରେ ତାର
କୁହୁକ କଜଳ ଗାର
ଗାର ନୁହେଁ ସେତ ହାଏ
ପ୍ରେମ ସରୁ ନଈ ଧାର
ଯେମିତି ଝିଅ ସେ ଛୁଇଁଲେ କହିବ ଯା
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା



ପ୍ରଥମ ଦେଖାରେ ସିଏ
ଲାଜରେ ଝାଉଁଳି ଗଲା
ହାଏ ତା ସରୁ ଓଢଣୀ
ନିଦ ମୋର ଚୋରେଇଲା
ପ୍ରଥମ ଦେଖାରେ ସିଏ
ଲାଜରେ ଝାଉଁଳି ଗଲା
ହାଏ ତା ସରୁ ଓଢଣୀ
ନିଦ ମୋର ଚୋରେଇଲା
ଖୋଜୁଚି ତାକୁ ମୁ ଡାକୁଚି ଆଜି ମୁ ଆ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା

କଲମ ଧରିଲେ ପ୍ରଥମେ ଲେଖେ ଯା ନାଁ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
ନିଇତି ରାତିରେ ସପନେ ବୁଲେ ଯା ଗାଁ
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
ମୋ ପ୍ରିୟା ମୋ ପ୍ରିୟା ମୋ ପ୍ରିୟା
ହେ ହେ ହେ ଆହା ହା ହା
ହେ ହେ ଓ ହୋ ଓ

kalama dharile Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00