Table of Contents
Your Astrology Guru Lyrics
କଳଙ୍କ ଲଗେଇ ଦେଇ ମୋ ମନେ
kalanka lagei dei mo mane Your Astrology Guru Lyrics in odia language
କଳଙ୍କ ଲଗେଇ ଦେଇ ମୋ ମନେ
ବିଷ କାହିଁ ଭରିଦେଲୁ ମୋ ଜୀବନେ
ହୋ କଳଙ୍କ ଲଗେଇ ଦେଇ ମୋ ମନେ
ବିଷ କାହିଁ ଭରିଦେଲୁ ମୋ ଜୀବନେ
ଯୋଉଠି ତୁ ଅଛୁ ଲୋ ସେଇଠି ତୁ ଥା
ଯୋଉଠି ତୁ ଅଛୁ ଲୋ ସେଇଠି ତୁ ଥା
ମତେ ଖୋଜି ପାଇବୁନି ତୁ ଆଉ ଥରେ ଲୋ
ମତେ ଖୋଜି ପାଇବୁନି ତୁ ଆଉ ଥରେ
କଳଙ୍କ ଲଗେଇ ଦେଇ ମୋ ମନେ
ତୋ କଥା ମୁଁ ଭାବି ଆଜିବି କାନ୍ଦୁଚି
ତୋ ସ୍ମୁତିକୁ ଆଜି ଜାବୁଡି ଧରିଚି
ତୋ ଛବିକୁ ଦେଖି କାହିଁ ମୁଁ ଝୁରୁଚି
ସତ କହିଦେ ଥରୁଟିଏ ହେଲେ
ତୁ ଭଲ ପାଉ ଥିଲୁ କି ନା
କଳଙ୍କ ଲଗେଇ ଦେଇ ମୋ ମନେ
ମୋ ଲୁହରେ ଆଜି ନିଜେ ମୁଁ ଭିଜୁଚି
ମୋ ଅଧୁରା ଗଳ୍ପ ଏଇଠି ସରୁଚି
ମୋ ଜୁଇକୁ ନିଜେ ନିଆଁ ଲଗାଉଚି
ଶେଷ ଥର ଆଜି ପଚାରୁଚି ତତେ
ତୁ ମନେ ପକେଇବୁ କି ନା
କଳଙ୍କ ଲଗେଇ ଦେଇ ମୋ ମନେ
ବିଷ କାହିଁ ଭରିଦେଲୁ ମୋ ଜୀବନେ
ଯୋଉଠି ତୁ ଅଛୁ ଲୋ ସେଇଠି ତୁ ଥା
ଯୋଉଠି ତୁ ଅଛୁ ଲୋ ସେଇଠି ତୁ ଥା
ମତେ ଖୋଜି ପାଇବୁନି ତୁ ଆଉ ଥରେ ଲୋ
ମତେ ଖୋଜି ପାଇବୁନି ତୁ ଆଉ ଥରେ
ମତେ ଖୋଜି ପାଇବୁନି ତୁ ଆଉ ଥରେ
kalanka lagei dei mo mane Your Astrology Guru Lyrics in odia language
Thank You