Loading...

299 Big Street, Govindpur, India

Open daily 10:00 AM to 10:00 PM

Bhuligalu Premaku Mo Your Astrology Guru Lyrics In Odia Language

Your Astrology Guru Lyrics

ଭୁଲିଗଲୁ ପ୍ରେମକୁ ମୋ ହେଲୁ ସ୍ୱାର୍ଥପର

bhuligalu premaku mo Your Astrology Guru Lyrics in odia language


ପୁଅ
ହୋ…… ହୋ…..
ଭୁଲିଗଲୁ ପ୍ରେମକୁ ମୋ ହେଲୁ ସ୍ୱାର୍ଥପର
ଚାଲିଗଲୁ ହାତ ଛାଡି ଆଉ କାହା ଘର
ଝିଅ
ହୋ……. ହୋ…….
ହଁ ଭୁଲିଗଲୁ ପ୍ରେମକୁ ମୋ ହେଲୁ ସ୍ୱାର୍ଥପର
ଚାଲିଗଲୁ ଏକା ଛାଡି ତୁ ବହୁଦୂର
ପୁଅ
କେଡେ ଧୋକାବାଜ ତୁ କେଡେ ବେଈମାନ ତୁ
ଝିଅ
କେଡେ ଧୋକାବାଜ ତୁ କେଡେ ବେଈମାନ ତୁ
ଭାଙ୍ଗିଦେଲୁ ମୋ ହୃଦୟ କଲୁ ସାତ ପର
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ପୁଅ
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ଧିକ ତୋ ପ୍ରେମକୁ ଦୂରୁ ଜୁହାର





ଝିଅ
ହୃଦୟ ହୀନ ତୋ ହୃଦୟ ନାହିଁ
ପ୍ରେମକୁ ମୋର ତୁ ବୁଝିବୁ କାହିଁ
ପୁଅ
ହୋ ହୃଦୟ ହୀନା ତୋ ହୃଦୟ ନାହିଁ
ପ୍ରେମକୁ ମୋର ତୁ ବୁଝିବୁ କାହିଁ
ଝିଅ
ଖେଳିଲୁ ମତେ ତୁ ଖେଳନା ଭାବି
ଭାଙ୍ଗିଦେଲୁ ମନ କାଚ କଣ୍ଢେଇ ଭାବି
ପୁଅ
କେଡେ ନିରିଦୟ ତୁ କେତେ ସ୍ୱାର୍ଥପର ତୁ
ଝିଅ
କେଡେ ନିରିଦୟ ତୁ କେତେ ସ୍ୱାର୍ଥପର ତୁ
ପୁଅ
ଜାଳିଦେଲୁ ମନକୁ ମୋ ହେଲି ଯାଯାବର
ଝିଅ
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ପୁଅ
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ଝିଅ
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ପୁଅ
ଧିକ ତୋ ପ୍ରେମକୁ ଦୂରୁ ଜୁହାର





ପୁଅ
ଭରିଲୁ ବିଷ ତୁ ବିଶ୍ୱାସେ ମୋର
ମାରିଲୁ ଛୁରୀ ତୁ ଛାତିରେ ମୋର
ଝିଅ
ବିଷ ଭରିଲୁ ତୁ ବିଶ୍ୱାସେ ମୋର
ମାରିଲୁ ଛୁରୀ ଛାତିରେ ମୋର
ପୁଅ
ତଥାପି ମନ ମୋ ଝୁରୁଚି କାଇଁ
ପାରୁନିରେ ଭୁଲି ଯେତେ ଚାହିଁଲେ କାଇଁ
ଝିଅ
କେଡେ ଅଵିଵେକୀ ତୁ କେଡେ ବେଦରଦି ତୁ
ପୁଅ
କେଡେ ଅଵିଵେକୀ ତୁ କେଡେ ବେଦରଦି ତୁ
ଚୁନା କଲୁ ମୋ ସପନ ଦେଲୁ ଉପହାର
ଝିଅ
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ପୁଅ
ଧିକ ତୋ ପ୍ରେମକୁ ଦୂରୁ ଜୁହାର


bhuligalu premaku mo Your Astrology Guru Lyrics in odia language









Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00