Loading...

299 Big Street, Govindpur, India

Open daily 10:00 AM to 10:00 PM

Kalasire Ganga Jala Your Astrology Guru Lyrics In Odia Language

Namita Agarwal

Your Astrology Guru Lyrics

କଳସୀରେ ଗଙ୍ଗା ଜଳ ଥାଳିରେ ମୋର

Kalasire Ganga Jala Thalire Mora Your Astrology Guru Lyrics In Odia Language

କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଯାଉଚି ମନ୍ଦିର ପୂଜିବି ହର
ଯାଉଚି ମନ୍ଦିର ପୂଜିବି ହର
ତୁଣ୍ଡରେ ଉଚ୍ଚାରି ଶିବ ମନ୍ତର
ସାଜିଦେବି ରକ୍ତ ମନ୍ଦାର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର


ଯାହା ପାଇଁ ଉମା ତପସ୍ୟା କରି
ଯୁଗ ଯୁଗ ବିତାଇଲେ
ଭକତି ବଳରେ ଯୋଗୀକୁ ପୁଣି
ଭୋଗୀ ସିଏ କରି ଦେଲେ
ଯାହା ପାଇଁ ଉମା ତପସ୍ୟା କରି
ଯୁଗ ଯୁଗ ବିତାଇଲେ
ଭକତି ବଳରେ ଯୋଗୀକୁ ପୁଣି
ଭୋଗୀ ସିଏ କରି ଦେଲେ
ସେହି ମହେଶ ଭକ୍ତିରେ ବସ
ସେହି ମହେଶ ଭକ୍ତିରେ ବସ
ପୂଜିଲେ ପାଇବି ସେଇ ପୟର
ଭୁଲି ଯିବି ଘର ସଂସାର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର


ଦୁନିଆକୁ ମୋତେ ଆଣିଲେ ବ୍ରହ୍ମା
ପାଳନ କରିଲେ ବିଷ୍ଣୁ
ମଶାଣି ଜୁଇରେ ଜଳିଲା ପରେ
ସବୁତ ଭୁଲିବେ ମନୁ
ଦୁନିଆକୁ ମୋତେ ଆଣିଲେ ବ୍ରହ୍ମା
ପାଳନ କରିଲେ ବିଷ୍ଣୁ
ମଶାଣି ଜୁଇରେ ଜଳିଲା ପରେ
ସବୁତ ଭୁଲିବେ ମନୁ
ସେଇ ସଂସାର ମାୟାରେ ସାର
ସେଇ ସଂସାର ମାୟାରେ ସାର
ମଶାଣି ଭୁଇଁରେ କିଏ କାହାର
ସାହା ସେଇ ଭୋଳା ଶଙ୍କର

କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଯାଉଚି ମନ୍ଦିର ପୂଜିବି ହର
ଯାଉଚି ମନ୍ଦିର ପୂଜିବି ହର
ତୁଣ୍ଡରେ ଉଚ୍ଚାରି ଶିବ ମନ୍ତର
ସାଜିଦେବି ରକ୍ତ ମନ୍ଦାର
କଳସୀରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଲ ପତର
ଶହେ ଆଠ ବେଲ ପତର
ଶହେ ଆଠ ବେଲ ପତର

Kalasire Ganga Jala Thalire Mora Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00