Loading...

299 Big Street, Govindpur, India

Open daily 10:00 AM to 10:00 PM

Kaliare Jibana Udanta Pakhira Your Astrology Guru Lyrics In Odia Font

Sourav Nayak

Your Astrology Guru Lyrics

କାଳିଆରେ ଜୀବନ
ଉଡ଼ନ୍ତା ପକ୍ଷୀର ଛାଇ

Kaliare Jibana Udanta Pakhira Chhai Your Astrology Guru Lyrics In Odia Font

କାଳିଆରେ ଜୀବନ
ଉଡ଼ନ୍ତା ପକ୍ଷୀର ଛାଇ
ଏଇ ଅଛି ଏଇ ନାହିଁ
ଏଇ ଅଛି ଏଇ ନାହିଁ
କାଳିଆରେ ଜୀବନ
ଉଡ଼ନ୍ତା ପକ୍ଷୀର ଛାଇ
ଏଇ ଅଛି ଏଇ ନାହିଁ
ଏଇ ଅଛି ଏଇ ନାହିଁ
ଆଜି ଏଇ ଦରଶନ
ଆଜି ଏଇ ଦରଶନ
କାଲିକି ଅଛି କି ନାହିଁ
ଜିଇବା ମୋ ହାତେ ନାହିଁ
ଜିଇବା ମୋ ହାତେ ନାହିଁ
କାଳିଆରେ ଜୀବନ
ଉଡ଼ନ୍ତା ପକ୍ଷୀର ଛାଇ
ଏଇ ଅଛି ଏଇ ନାହିଁ
ଏଇ ଅଛି ଏଇ ନାହିଁ


ଯେତେଦିନ ଅଛି ଦେହରେ ଜୀବନ
ଆଖି ଦେଖୁଥାଉ ତୋ କଳାବଦନ
ହୋ…ଚାଲୁଥାଉ ପାଦ ପୁରସ୍ତମ ଧାମ
ଘୋଷୁଥାଉ ତୁଣ୍ଡ ନିତି ତୋର ନାମ
ତୋର ନାମ ତୋର ପ୍ରେମ
ତୋର ନାମ ତୋର ପ୍ରେମ
ବନ୍ଧନରେ ବନ୍ଦୀ ହୋଇ
ମଲା ଯାଏଁ ଥିବି ରହି
ମଲା ଯାଏଁ ଥିବି ରହି
କାଳିଆରେ ଜୀବନ
ଉଡ଼ନ୍ତା ପକ୍ଷୀର ଛାଇ
ଏଇ ଅଛି ଏଇ ନାହିଁ
ଏଇ ଅଛି ଏଇ ନାହିଁ


ମୋର ପାପ ପୁଣ୍ୟ ଧରମ କରମ
କଲି ସମର୍ପଣ ତତେ ଦାରୁବ୍ରହ୍ମ
ହୋ…ମୋ ଧନ ସମ୍ପତ୍ତି ଏ ଦେହ ଜୀବନ
ତୋ ଚରଣେ ଥୋଇ ଗଲିରେ ଶରଣ
ମାରିଲେ ତୁ ତାରିଲେ ତୁ
ମାରିଲେ ତୁ ତାରିଲେ ତୁ
ତତେ ଛାଡି ଗତି ନାହିଁ
ସବୁ କିଛି ତତେ ନେଇ
ସବୁ କିଛି ତତେ ନେଇ

କାଳିଆରେ ଜୀବନ
ଉଡ଼ନ୍ତା ପକ୍ଷୀର ଛାଇ
ଏଇ ଅଛି ଏଇ ନାହିଁ
ଏଇ ଅଛି ଏଇ ନାହିଁ
ଆଜି ଏଇ ଦରଶନ
ଆଜି ଏଇ ଦରଶନ
କାଲିକି ଅଛି କି ନାହିଁ
ଜିଇବା ମୋ ହାତେ ନାହିଁ
ଜିଇବା ମୋ ହାତେ ନାହିଁ
ଜିଇବା ମୋ ହାତେ ନାହିଁ
ଜିଇବା ମୋ…ହାତେ…ନାହିଁ

Kaliare Jibana Udanta Pakhira Chhai Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00