Your Astrology Guru Lyrics
କହେଁଇ କୋଉଠି ଅଛୁ ଧନ ଆରେ ଧାଇଁ
kanhei kouthi achhu dhana aare dhain Your Astrology Guru Lyrics in odia language
କହେଁଇ କହେଁଇ କହେଁଇ କହେଁଇ
କୋଉଠି ଅଛୁ ଧନ ଆରେ ଧାଇଁ
କୋଉଠି ଅଛୁ ଧନ ଆରେ ଧାଇଁ
ଯଶୋମତି ରାଣୀ ସାଜି ବାଇଆଣି
ଖୋଜେ ଘର ଘର ଯାଇ
ଯାହାକୁ ଦେଖୁଛି ତାକୁ ପଚାରୁଛି
ପୁଅ ମୋର କାହିଁ କାହିଁ
କିଛି ଉତ୍ତର ତା ପାଇଁ ନାହିଁ
କୋଉଠି ଅଛୁ ଧନ ଆରେ ଧାଇଁ
କୋଉଠି ଅଛୁ ଧନ ଆରେ ଧାଇଁ
କୋଉଠି ରହିଚୁ କେମିତି ରହିଚୁ
କା ଘରେ ଖାଉଚୁରେ କା ପାଖେ ଶୋଉଚୁ
ଦେହ ତୁ ଛୁଇଁଚୁ ଫେରିବୁ କହିଚୁ
ଭୁଲିଗଲୁ ସବୁ ଗଲୁ ଯେ ଯାଇଚୁ
ଲୋକେ ତ କହନ୍ତି ଯଶୋମତି ପାଖେ
କହେଁଇ ଫେରିବ ନାହିଁ
ଯଶୋମତି କହେ ମୋ କୋଳ ଛାଡି
ମୋ ପୁଅ ରହିବ ନାହିଁ
ତାକୁ ବୁଝେଇଲେ ବୁଝୁ ନାହିଁ
କୋଉଠି ଅଛୁ ଧନ ଆରେ ଧାଇଁ
କୋଉଠି ଅଛୁ ଧନ ଆରେ ଧାଇଁ
ଦିନ ଗଣି ଗଣି ଝୁରେ ରାଧାରାଣୀ
ମନେ ରଖିଚୁ କି ବଦଳି ଗଲୁଣି
ଗୋପ ଗୋପାଳୁଣୀ ମାରୁନି ଲହୁଣି
ପଚାରିଲେ କହେ କହେଁଇ ଫେରିନି
ତୁ ମନେ ପଡିଗଲେ ପାଗେଳୀ ଯଶୋଦା
ମୟୁର ଚନ୍ଦ୍ରିକା ପିନ୍ଧେ
କେଜାଣି କାହିଁକି କାନ୍ଧୁ ନାହିଁ ଆଉ
ହସୁଚି ଏରୁଣ୍ଡି ବନ୍ଧେ
ତାକୁ ଡାକିଲେ ଶୁଣୁ ନାହିଁ
କୋଉଠି ଅଛୁ ଧନ ଆରେ ଧାଇଁ
କୋଉଠି ଅଛୁ ଧନ ଆରେ ଧାଇଁ
କହେଁଇ କହେଁଇ କହେଁଇ କହେଁଇ
କୋଉଠି ଅଛୁ ଧନ ଆରେ ଧାଇଁ
କୋଉଠି ଅଛୁ ଧନ ଆରେ ଧାଇଁ
ଯଶୋମତି ରାଣୀ ସାଜି ବାଇଆଣି
ଖୋଜେ ଘର ଘର ଯାଇ
ଯାହାକୁ ଦେଖୁଛି ତାକୁ ପଚାରୁଛି
ପୁଅ ମୋର କାହିଁ କାହିଁ
କିଛି ଉତ୍ତର ତା ପାଇଁ ନାହିଁ
କୋଉଠି ଅଛୁ ଧନ ଆରେ ଧାଇଁ
କୋଉଠି ଅଛୁ ଧନ ଆରେ ଧାଇଁ
କୋଉଠି ଅଛୁ ଧନ ଆରେ ଧାଇଁ
କୋଉଠି ଅଛୁ ଧନ ଆରେ ଧାଇଁ
kanhei kouthi achhu dhana aare dhain Your Astrology Guru Lyrics in odia language
Thank You