Loading...

299 Big Street, Govindpur, India

Open daily 10:00 AM to 10:00 PM

Kalia Pakhare Nahi Lo Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

କାଳିଆ ପାଖରେ ନାହିଁ ଲୋ ଜାତି ଅଜାତି

kalia pakhare nahi lo Your Astrology Guru Lyrics in odia language


କାଳିଆ ପାଖରେ ନାହିଁ ଲୋ
ନାହିଁ ଲୋ ନାହିଁ ଲୋ ଜାତି ଅଜାତି
ରଙ୍ଗବତୀ ମୋ ରଙ୍ଗବତୀ
ରଙ୍ଗବତୀ ମୋ ରଙ୍ଗବତୀ
ବଡ ଦେଉଳରେ ନାହିଁ ଲୋ
ନାହିଁ ଲୋ ନାହିଁ ଲୋ ଛୁଆଁ କି ଛୁତି
ରଙ୍ଗବତୀ ମୋ ରଙ୍ଗବତୀ
ରଙ୍ଗବତୀ ମୋ ରଙ୍ଗବତୀ



ଗଙ୍ଗା ପରି ବଡ ଦାଣ୍ଡ
ପାଦ ଦେଲେ ପାପ ଯାଏ ଧୋଇ
ଗଙ୍ଗା ପରି ବଡ ଦାଣ୍ଡ
ପାଦ ଦେଲେ ପାପ ଯାଏ ଧୋଇ
ସେହି ବାଟେ ଯାଏ ରଥ
ଯାଏ ପୁଣି ମଣିଷ କୋକେଇ
ସେ ବଡ ଦାଣ୍ଡରେ ନାହିଁ ଲୋ
ନାହିଁ ଲୋ ନାହିଁ ଲୋ ଦିନ କି ରାତି
ରଙ୍ଗବତୀ ମୋ ରଙ୍ଗବତୀ
ରଙ୍ଗବତୀ ମୋ ରଙ୍ଗବତୀ



ପୁଣ୍ୟ ନୁହେଁ ମହା ପୁଣ୍ୟ
ଜନମିଲେ ଶ୍ରୀକ୍ଷେତ୍ର ଧାମରେ
ପୁଣ୍ୟ ନୁହେଁ ମହା ପୁଣ୍ୟ
ଜନମିଲେ ଶ୍ରୀକ୍ଷେତ୍ର ଧାମରେ
ଧନ୍ୟ ହୁଏ ଏ ଜୀବନ
ଜଳିଗଲେ ସରଗ ଦୁଆରେ
ସରଗ ଦୁଆରେ ନାହିଁ ଲୋ
ନାହିଁ ଲୋ ନାହିଁ ଲୋ ନୀତି ଅନୀତି
ରଙ୍ଗବତୀ ମୋ ରଙ୍ଗବତୀ
ରଙ୍ଗବତୀ ମୋ ରଙ୍ଗବତୀ

କାଳିଆ ପାଖରେ ନାହିଁ ଲୋ
ନାହିଁ ଲୋ ନାହିଁ ଲୋ ଜାତି ଅଜାତି
ରଙ୍ଗବତୀ ମୋ ରଙ୍ଗବତୀ
ରଙ୍ଗବତୀ ମୋ ରଙ୍ଗବତୀ
ବଡ ଦେଉଳରେ ନାହିଁ ଲୋ
ନାହିଁ ଲୋ ନାହିଁ ଲୋ ଛୁଆଁ କି ଛୁତି
ରଙ୍ଗବତୀ ମୋ ରଙ୍ଗବତୀ
ରଙ୍ଗବତୀ ମୋ ରଙ୍ଗବତୀ
ରଙ୍ଗବତୀ ମୋ ରଙ୍ଗବତୀ
ରଙ୍ଗବତୀ ମୋ ରଙ୍ଗବତୀ

kalia pakhare nahi lo jati ajati Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00