Loading...

299 Big Street, Govindpur, India

Open daily 10:00 AM to 10:00 PM

Khela Na Mu Nuhe Khelana Your Astrology Guru Lyrics In Odia Font

Kumar Bapi

Your Astrology Guru Lyrics

ଖେଳ…ନା ମୁଁ ନୁହେଁ ଖେଳଣା
ମୁଁ ତୁମ ପରି ମଣିଷ ଟିଏ

Khela Na Mu Nuhe Khelana Your Astrology Guru Lyrics In Odia Language

ଖେଳ ନା…
ଖେଳ…ନା ଖେଳ…ନା ଖେଳ…ନା
ଖେଳ…ନା ମୁଁ ନୁହେଁ ଖେଳଣା
ମୁଁ ତୁମ ପରି ମଣିଷ ଟିଏ
ମୋ ଛାତି ଚିରିଲେ ରକତ ଝରିବ
ମୋ ଛାତି ଚିରିଲେ ରକତ ଝରିବ
ମୋର ବି ଅଛି ହୃଦୟ ଟିଏ
ଖେଳ…ନା ଖେଳ…ନା ଖେଳ…ନା
ଖେଳ…ନା ମୁଁ ନୁହେଁ ଖେଳଣା
ମୋ ହୃଦୟ ମନ୍ଦିରରେ
ତୁମକୁ ମୁଁ ରଖିଥିଲି
ପ୍ରିୟା ନୁହେଁ ଦେବୀ ପରି
ତୁମକୁ ମୁଁ ପୂଜୁଥିଲି
ହୋ ମୋ ହୃଦୟ ମନ୍ଦିରରେ
ତୁମକୁ ମୁଁ ରଖିଥିଲି
ପ୍ରିୟା ନୁହେଁ ଦେବୀ ପରି
ତୁମକୁ ମୁଁ ପୂଜୁଥିଲି
ଏକି କଲ ଏକି କଲ
ଭଲ ପାଇ ଭୁଲି ଗଲ
ମଝି ବାଟେ ହାତ ଛାଡି ଦୁରେଇ ଗଲ
ନିଅ…ନା ନିଅ…ନା ନିଅ…ନା
ନିଅ…ନା ମୋ ନିଦ ନିଅ…ନା
ଅଛି ଅଛି ମୋର ସପନ ଟିଏ
ସପନେ ଆସିଲେ ଦେବି ମୁଁ ତୁମକୁ
ସପନେ ଆସିଲେ ଦେବି ମୁଁ ତୁମକୁ
ମୋ ହାତ ଲେଖା କବିତା ଟିଏ
ଖେଳ…ନା ଖେଳ…ନା ଖେଳ…ନା
ଖେଳ…ନା ମୁଁ ନୁହେଁ ଖେଳଣା
ଫୁଲ ପକା କାଗଜରେ
ତୁମର ସେ ହସ୍ତାକ୍ଷର
ସେ ଚିଠିରେ ସିଞ୍ଚୁ ଥିଲ
ମହ ମହ ଅତର
ହୋ ଫୁଲ ପକା କାଗଜରେ
ତୁମର ସେ ହସ୍ତାକ୍ଷର
ସେ ଚିଠିରେ ସିଞ୍ଚିଥିଲ
ମହ ମହ ଅତର
କିବା ଅପରାଧ କଲି
ମୋ ଦୁନିଆ କଲ ଖାଲି
ମଝିବାଟେ ହାତ ଛାଡି ଦୁରେଇ ଗଲ
ଯାଅ…ନା ଯାଅ…ନା ଯାଅ…ନା
ଯାଅ…ନା ମୋ ମନ ମଇନା
ଅଛି ଅଛି ମୋର ପଞ୍ଜୁରୀ ଟିଏ
ରାଜ ରାଣୀ କରି ରଖିବି ତୁମକୁ
ରାଜ ରାଣୀ କରି ରଖିବି ତୁମକୁ
ପଞ୍ଜୁରୀର ଅଛି ଝରକା ଟିଏ
ଖେଳ…ନା ଖେଳ…ନା ଖେଳ…ନା
ଖେଳ…ନା ମୁଁ ନୁହେଁ ଖେଳଣା
ମୁଁ ତୁମ ପରି ମଣିଷ ଟିଏ
ମୋ ଛାତି ଚିରିଲେ ରକତ ଝରିବ
ମୋ ଛାତି ଚିରିଲେ ରକତ ଝରିବ
ମୋର ବି ଅଛି ହୃଦୟ ଟିଏ
କବିତା ଟିଏ
ପଞ୍ଜୁରୀ ଟିଏ
ହୃଦୟ ଟିଏ

Khela Na Mu Nuhe Khelana Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00