Table of Contents
Your Astrology Guru Lyrics
ଭୁଲିଯାଇଚି ତୁମ ନାଁ
Kie Tame Kuhana Your Astrology Guru Lyrics In Odia Language
ଭୁଲିଯାଇଚି ତୁମ ନାଁ ଏ ହେ ହେ ହେ
ହୋ କିଏ ତମେ କୁହନା ଲାଗୁଚ ଚିନ୍ହା ଚିନ୍ହା
ଭୁଲିଯାଇଚି ତୁମ ନାଁ ଏ ହେ ହେ ହେ
କେବେ କେଉଁଠି ଦେଖିଚି ମୁଁ ଯେ
ମନେ ମୋର ପଡୁନି
ହେ ଏଇ ଚେହେରା ଏଇ ଆଖିକୁ
ଭୁଲି ମୁଁ ଯେ ପାରୁନି
ହୋ କେବେ କେଉଁଠି ଦେଖିଚି ମୁଁ ଯେ
ମନେ ମୋର ପଡୁନି
ହେ ଏଇ ଚେହେରା ଏଇ ଆଖିକୁ
ଭୁଲି ମୁଁ ଯେ ପାରୁନି
ହୋ ଏକଥା ଜମାରୁ ମିଛ ନୁହେଁ
ଆମ ପରିଚୟ ନୂଆ ନୁହେଁ
କାହାଣୀ ଅତି ପୁରୁଣା ଏ ହେ ହେ ହେ
କିଏ ତମେ କୁହନା ଲାଗୁଚ ଚିନ୍ହା ଚିନ୍ହା
ଭୁଲିଯାଇଚି ତୁମ ନାଁ ଏ ହେ ହେ ହେ
ତୁମକୁ ଦେଖି ଲାଗୁଚି ମତେ
ତମେ ନୁହଁ ଅଜଣା
ଏ…କେଜାଣି କାହିଁ ଲାଗୁଚ ତମେ
ଅତି ମୋର ଆପଣା
ହୋ ତୁମକୁ ଦେଖି ଲାଗୁଚି ମତେ
ତୁମେ ନୁହଁ ଅଜଣା
ଓ କେଜାଣି କାହିଁ ଲାଗୁଚ ତମେ
ଅତି ମୋର ଆପଣା
ଲାଜରେ ନୂଆଇ ଆଖି ପତା
ନୀରବେ ରୁହନା କୁହ କଥା
ଏ ମୋର ନୀଳ ନୟନା ଏ ହେ ହେ ହେ
ହୋ କିଏ ତମେ କୁହନା ଲାଗୁଚ ଚିନ୍ହା ଚିନ୍ହା
ଭୁଲିଯାଇଚି ତୁମ ନାଁ ଏ ହେ ହେ ହେ
ହୋ କିଏ ତମେ କୁହନା ଲାଗୁଚ ଚିନ୍ହା ଚିନ୍ହା
ଭୁଲିଯାଇଚି ତୁମ ନାଁ ଏ ହେ ହେ ହେ
ଏ ହେ ହେ ହେ ଏ ହେ ହେ ହେ
Kie Tame Kuhana Your Astrology Guru Lyrics In Odia Font
Thank You