Loading...

299 Big Street, Govindpur, India

Open daily 10:00 AM to 10:00 PM

Priya Mora Chaligala Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ପ୍ରିୟା ମୋର ଚାଲି ଗଲା
ଆଖିର ନିଦ ଚୋରେଇ

Priya Mora Chaligala Your Astrology Guru Lyrics In Odia Language


ପ୍ରିୟା ମୋର ଚାଲି ଗଲା
ଆଖିର ନିଦ ଚୋରେଇ
ହାଁ ପ୍ରିୟା ମୋର ଚାଲି ଗଲା
ଆଖିର ନିଦ ଚୋରେଇ
ତା ବାଟ ଚାହିଁ ବସିଚି ମୁଁହି
ତା ବାଟ ଚାହିଁ ବସିଚି ମୁଁହି
କେବେ ସେ ଫେରିବ ଫଗୁଣ ନେଇ
ପ୍ରିୟା ମୋର ଚାଲି ଗଲା
ଆଖିର ନିଦ ଚୋରେଇ
ଆଖିର ନିଦ ଚୋରେଇ







ସତେ କେତେ ଭଲ ଥିଲା
ଆମରି ପ୍ରେମର ଦିନ
ତା କୋଳରେ ଶୋଇ ଶୋଇ
କେତେ ଦେଖୁଥିଲି ଜହ୍ନ
ଆସିବ କହି ଅସିଲା ନାହିଁ
ଆସିବ କହି ଅସିଲା ନାହିଁ
ଲୁହ ମୋ ଝରେ ଶ୍ରାବଣ ହୋଇ
ପ୍ରିୟା ମୋର ଚାଲି ଗଲା
ଆଖିର ନିଦ ଚୋରେଇ
ଆଖିର ନିଦ ଚୋରେଇ








ମନେ ପଡି ଯାଏ ସିଏ
ଓଢଣୀ ଉଡେଇ ଦେଇ
ପ୍ରଜାପତି ଧରିବାକୁ
କେତେ ବୁଲୁଥିଲା ଧାଇଁ
ତାକୁ ମୁଁ ଝୁରେ ରାତି ମୋ ସରେ
ତାକୁ ମୁଁ ଝୁରେ ରାତି ମୋ ସରେ
ଜହ୍ନକୁ ମୋ ପ୍ରେମ କାହାଣୀ କହି
ପ୍ରିୟା ମୋର ଚାଲି ଗଲା
ଆଖିର ନିଦ ଚୋରେଇ

ହାଁ ପ୍ରିୟା ମୋର ଚାଲି ଗଲା
ଆଖିର ନିଦ ଚୋରେଇ
ତା ବାଟ ଚାହିଁ ବସିଚି ମୁଁହି
ତା ବାଟ ଚାହିଁ ବସିଚି ମୁଁହି
କେବେ ସେ ଫେରିବ ଫଗୁଣ ନେଇ
ପ୍ରିୟା ମୋର ଚାଲି ଗଲା
ଆଖିର ନିଦ ଚୋରେଇ
ହାଁ ଆଖିର ନିଦ ଚୋରେଇ
ଆଖିର ନିଦ ଚୋରେଇ


Priya Mora Chaligala Your Astrology Guru Lyrics In English Font








Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00