Loading...

299 Big Street, Govindpur, India

Open daily 10:00 AM to 10:00 PM

Kuha Dekhi Duniare Your Astrology Guru Lyrics In Odia Language

Ranjan Gaan

Your Astrology Guru Lyrics

କୁହ ଦେଖି ଦୁନିଆରେ

କୋଉ ମଣିଷଟା ଭଲ ପାଇ ନାହିଁ

kuha dekhi duniare Your Astrology Guru Lyrics in odia language

କୁହ ଦେଖି ଦୁନିଆରେ
କୋଉ ମଣିଷଟା ଭଲ ପାଇ ନାହିଁ
କୁହ ଦେଖି ଜୀବନରେ
କୋଉ ମଣିଷଟା ମନ ଦେଇ ନାହିଁ
କୁହ ଦେଖି ଦୁନିଆରେ
କୋଉ ମଣିଷଟା ଭଲ ପାଇ ନାହିଁ
କୁହ ଦେଖି ଜୀବନରେ
କୋଉ ମଣିଷଟା ମନ ଦେଇ ନାହିଁ
ଉତ୍ତରରେ କେହି ତ ନାହିଁ
ପ୍ରେମ ବିନା ଜୀବନ କାହିଁ
ଉତ୍ତରରେ କେହି ତ ନାହିଁ
ପ୍ରେମ ବିନା ଜୀବନ କାହିଁ
କୁହ ଦେଖି ଦୁନିଆରେ
କୋଉ ମଣିଷଟା ଭଲ ପାଇ ନାହିଁ
କୁହ ଦେଖି ଜୀବନରେ
କୋଉ ମଣିଷଟା ମନ ଦେଇ ନାହିଁ

ଫୁଲକୁ କେହି ଭଲ ପାଇଥିବ
ପାଖୁଡ଼ାରେ କାହା ନାଆଁ ଲେଖିଥିବ
ଜହ୍ନକୁ କେହି ଭଲ ପାଇଥିବ
ଜୋଛନାରେ ସାରା ରାତି କାଟିଥିବ
ଫୁଲକୁ କେହି ଭଲ ପାଇଥିବ
ପାଖୁଡ଼ାରେ କାହା ନାଆଁ ଲେଖିଥିବ
ଜହ୍ନକୁ କେହି ଭଲ ପାଇଥିବ
ଜୋଛନାରେ ସାରା ରାତି କାଟିଥିବ
କୁହ ଦେଖି ବରଷାରେ
କୋଉ ମଣିଷଟା ଜମା ଭିଜି ନାହିଁ
ଭିଜି ଭିଜି ସପନରେ
କୋଉ ମଣିଷଟା କେବେ ହଜି ନାହିଁ
ଉତ୍ତରରେ କେହି ତ ନାହିଁ
ପ୍ରେମ ବିନା ଜୀବନ କାହିଁ
ଉତ୍ତରରେ କେହି ତ ନାହିଁ
ପ୍ରେମ ବିନା ଜୀବନ କାହିଁ
କୁହ ଦେଖି ଦୁନିଆରେ
କୋଉ ମଣିଷଟା ଭଲ ପାଇ ନାହିଁ
କୁହ ଦେଖି ଜୀବନରେ
କୋଉ ମଣିଷଟା ମନ ଦେଇ ନାହିଁ

କାହାକୁ ବି ମନଟିକୁ ଦେଇଥିବ
କାହା ପାଇଁ ଗୀତଟିଏ ଲେଖିଥିବ
କାହାକୁ ବି ମିଛ କଥା କହିଥିବ
ସାରା ରାତି କାହା ପାଇଁ ଚେଇଁଥିବ
କାହାକୁ ବି ମନଟିକୁ ଦେଇଥିବ
କାହା ପାଇଁ ଗୀତଟିଏ ଲେଖିଥିବ
କାହାକୁ ବି ମିଛ କଥା କହିଥିବ
ସାରା ରାତି କାହା ପାଇଁ ଚେଇଁଥିବ
କିଏ ଅଛି କୁହ ଦେଖି
ଯାହା ଆଖିରୁ କେବେ ଲୁହ ଝରି ନାହିଁ
କିଏ ଅଛି ଯିଏ କେବେ
ଜୀବନେ କାହାକୁ ଆଶା କରି ନାହିଁ
ଉତ୍ତରରେ କେହି ତ ନାହିଁ
ପ୍ରେମ ବିନା ଜୀବନ କାହିଁ
ଉତ୍ତରରେ କେହି ତ ନାହିଁ
ପ୍ରେମ ବିନା ଜୀବନ କାହିଁ

କୁହ ଦେଖି ଦୁନିଆରେ
କୋଉ ମଣିଷଟା ଭଲ ପାଇ ନାହିଁ
କୁହ ଦେଖି ଜୀବନରେ
କୋଉ ମଣିଷଟା ମନ ଦେଇ ନାହିଁ
ଉତ୍ତରରେ କେହି ତ ନାହିଁ
ପ୍ରେମ ବିନା ଜୀବନ କାହିଁ
ଉତ୍ତରରେ କେହି ତ ନାହିଁ
ପ୍ରେମ ବିନା ଜୀବନ କାହିଁ

ଲା ଲା ଲା ଲା ଲା ଲା ଲା ଲା
ଲା ଲା ଲା ଲା ଲା ଲା ଲା ଲା

kuha dekhi duniare kou manisata bhala pai nahi Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00