Table of Contents
Your Astrology Guru Lyrics
Maa Tume Mamatara Simahina Sagara Your Astrology Guru Lyrics In Odia Language
ମାଆ ତୁମେ ଆମ ପାଇଁ ଦେବତାର ମନ୍ଦିର
ମାଆ ତୁମେ ମମତାର ସୀମାହୀନ ସାଗର
ମାଆ ତୁମେ ଆମ ପାଇଁ ଦେବତାର ମନ୍ଦିର
ତୁମ ସେ ମମତାମତି ଆମ ପାଇଁ ଆଲୋକ
ଲିଭାଇଛି ଅମା ରାତି ମନେ ଭରି ପୁଲକ
ତୁମେ ଯେ ସେନେହମୟି ସେନେହର ଝର
ତୁମେ ଯେ ସେନେହମୟି ସେନେହର ଝର
ମାଆ ତୁମେ ମମତାର ସୀମାହୀନ ସାଗର
ମାଆ ତୁମେ ଆମ ପାଇଁ ଦେବତାର ମନ୍ଦିର
ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା
ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା
ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା
ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା
ଆମ ମୁଖେ ହସ ତୁମ ମନେ ଖୁସି ଆସର
ତୁମରି ଆଶିଶେ ମା ଗୋ ହସୁ ଆମ ସଂସାର
ମାଆ ତୁମେ ମମତାର ସୀମାହୀନ ସାଗର
ମାଆ ତୁମେ ଆମ ପାଇଁ ଦେବତାର ମନ୍ଦିର