Loading...

299 Big Street, Govindpur, India

Open daily 10:00 AM to 10:00 PM

Maa Tume Mamatara Your Astrology Guru Lyrics In Odia Language

Suresh Wadekar

Your Astrology Guru Lyrics

ମାଆ ତୁମେ ମମତାର ସୀମାହୀନ ସାଗର

Maa Tume Mamatara Simahina Sagara Your Astrology Guru Lyrics In Odia Language

ମାଆ ତୁମେ ମମତାର ସୀମାହୀନ ସାଗର
ମାଆ ତୁମେ ଆମ ପାଇଁ ଦେବତାର ମନ୍ଦିର
ମାଆ ତୁମେ ମମତାର ସୀମାହୀନ ସାଗର
ମାଆ ତୁମେ ଆମ ପାଇଁ ଦେବତାର ମନ୍ଦିର

ତୁମ ସେ ମମତାମତି ଆମ ପାଇଁ ଆଲୋକ
ଲିଭାଇଛି ଅମା ରାତି ମନେ ଭରି ପୁଲକ
ତୁମେ ଯେ ସେନେହମୟି ସେନେହର ଝର
ତୁମେ ଯେ ସେନେହମୟି ସେନେହର ଝର
ମାଆ ତୁମେ ମମତାର ସୀମାହୀନ ସାଗର
ମାଆ ତୁମେ ଆମ ପାଇଁ ଦେବତାର ମନ୍ଦିର

ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା
ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା
ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା
ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା
ଆମ ମୁଖେ ହସ ତୁମ ମନେ ଖୁସି ଆସର
ତୁମରି ଆଶିଶେ ମା ଗୋ ହସୁ ଆମ ସଂସାର
ମାଆ ତୁମେ ମମତାର ସୀମାହୀନ ସାଗର
ମାଆ ତୁମେ ଆମ ପାଇଁ ଦେବତାର ମନ୍ଦିର


Maa Tume Mamatara Simahina Sagara Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00