Loading...

299 Big Street, Govindpur, India

Open daily 10:00 AM to 10:00 PM

Mahalaxmi Kahuchhanti Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ମହାଲକ୍ଷ୍ମୀ କହୁଛନ୍ତି ନନ୍ଦିଘୋଷକୁ

ଆସିବନି ଆଉ ଯମା ଆର ରଥକୁ

mahalaxmi kahuchhanti Your Astrology Guru Lyrics in odia language

ମହାଲକ୍ଷ୍ମୀ କହୁଛନ୍ତି ନନ୍ଦିଘୋଷକୁ

ଆସିବନି ଆଉ ଯମା ଆର ରଥକୁ
ମହାଲକ୍ଷ୍ମୀ କହୁଛନ୍ତି ନନ୍ଦିଘୋଷକୁ
ଆସିବନି ଆଉ ଯମା ଆର ରଥକୁ
ନଅ ଦିନ ପାଇଁ ତମେ ଗଲେ ନେଇ
ନଅ ଦିନ ପାଇଁ ତମେ ଗଲେ ନେଇ
ମୁଁ ଅନ୍ନ ପରଷିବି କାହାକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଅଭଡ଼ା ରାନ୍ଧିବି ଆଉ କା ପାଇଁ
ବଡ ଖିଆ ଯଦି ପାଖରେ ନାହିଁ
ହୋ….ଅଭଡ଼ା ରାନ୍ଧିବି ଆଉ କା ପାଇଁ
ବଡ ଖିଆ ଯଦି ପାଖରେ ନାହିଁ
ଷାଠିଏ ପଉଟି ଛପନ ଭୋଗ
କାହା ସାଙ୍ଗେ ବସି କରିବି ଭାଗ
ପାଟ ପିତାମ୍ବରୀ ଚନ୍ଦନ କସ୍ତୁରୀ
ପାଟ ପିତାମ୍ବରୀ ଚନ୍ଦନ କସ୍ତୁରୀ
ମୁଁ ସୁବେଶ କରିବି କାହାକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ମୁଁ ସିନା ଜାଣେ ତାଙ୍କରି ମନ
କେଉଁଥିରେ ଖୁସି ମୋ ପ୍ରାଣ ଧନ
ହୋ….ମୁଁ ସିନା ଜାଣେ ତାଙ୍କରି ମନ
କେଉଁଥିରେ ଖୁସି ମୋ ପ୍ରାଣ ଧନ
ମୁଁ ନ ମୋଡିଲେ ପ୍ରଭୁଙ୍କ ପାଦ
ଆଖିରେ ତାଙ୍କର ଆସେନା ନିଦ
ନିଦ ନ ଆସିଲେ ସେ ଚକା ଆଖିରେ
ନିଦ ନ ଆସିଲେ ସେ ଚକା ଆଖିରେ
ସେ ଅଝଟ କରିବେ କାହାକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ

mahalaxmi kahuchhanti nandighosaku Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00