Your Astrology Guru Lyrics
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
manaku tora chorei neli Your Astrology Guru Lyrics in odia language
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ଯାଉ କିଛି ଦିନ ଦେଖୁଥା ସପନ
ଯାଉ କିଛି ଦିନ ଦେଖୁଥା ସପନ
ବର ହେଇ ମୁ ତୋ ଗାଆଁ କୁ ଯିବି
ବର ହେଇ ମୁ ତୋ ଗାଆଁ କୁ ଯିବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ତତେ ବି ଚୋରେଇ ନେବି
ଝିଲି ମିଲିକା ଶାଢ଼ୀ ପିନ୍ଧି
ଟିପି ଟିପିକା ଚନ୍ଦନରେ ସଜ ହେଇଥିବୁ ତୁ
ପାଟ ଧୋତି ଯୋଡ ପିନ୍ଧି
ମଥାରେ ପଗଡି ବାନ୍ଧି
ପାଲିଙ୍କିରେ ଆସିବି ଲୋ ମୁ
ହାଁ ଝିଲି ମିଲିକା ଶାଢ଼ୀ ପିନ୍ଧି
ଟିପି ଟିପିକା ଚନ୍ଦନରେ ସଜ ହେଇଥିବୁ ତୁ
ପାଟ ଧୋତି ଯୋଡ ପିନ୍ଧି
ମଥାରେ ପଗଡି ବାନ୍ଧି
ପାଲିଙ୍କିରେ ଆସିବି ଲୋ ମୁ
ଝରକା ଫାଙ୍କରୁ ଚାହିଁବୁ ଲୋ ମତେ
ଝରକା ଫାଙ୍କରୁ ଚାହିଁବୁ ଲୋ ମତେ
ଇସାରାରେ ମୁ କିଛି କହିବି
ଇସାରାରେ ମୁ କିଛି କହିବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ଆରେ ତତେ ବି ଚୋରେଇ ନେବି
ନଇଁ ନଇଁକା ଅସୁଥିବୁ
କଇଁ କଇଁକା କାନ୍ଦୁଥିବୁ
ମିଛରେ ମିଛରେ ତୁ
ହାତରେ ହାତକୁ ଛନ୍ଦି
ସାକ୍ଷୀ ଥିବ ମାଟି ବେଦି
ସିନ୍ଦୂର ଦେବି ଲୋ ମୁ
ହାଁ ନଇଁ ନଇଁକା ଅସୁଥିବୁ
କଇଁ କଇଁକା କାନ୍ଦୁଥିବୁ
ମିଛରେ ମିଛରେ ତୁ
ହାତରେ ହାତକୁ ଛନ୍ଦି
ସାକ୍ଷୀ ଥିବ ମାଟି ବେଦି
ସିନ୍ଦୂର ଦେବି ଲୋ ମୁ
ଚଉଠି ଘଟଣା ତତେ କି ଅଜଣା
ଚଉଠି ଘଟଣା ତତେ କି ଅଜଣା
ସେଇ ଦିନ ମୁ ଜହ୍ନ ଦେଖିବି
ସେଇ ଦିନ ମୁ ଜହ୍ନ ଦେଖିବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ଯାଉ କିଛି ଦିନ ଦେଖୁଥା ସପନ
ଯାଉ କିଛି ଦିନ ଦେଖୁଥା ସପନ
ବର ହେଇ ମୁ ତୋ ଗାଆଁ କୁ ଯିବି
ବର ହେଇ ମୁ ତୋ ଗାଆଁ କୁ ଯିବି
manaku tora chorei neli Your Astrology Guru Lyrics in odia language
Thank You