Loading...

299 Big Street, Govindpur, India

Open daily 10:00 AM to 10:00 PM

Mate Tike Bhala Paa Your Astrology Guru Lyrics In Odia Language

Kumar Sanu

Your Astrology Guru Lyrics

ଆ ତୁ ଆ ମତେ ଟିକେ ଭଲ ପାଆ

Aa tu aa mate tike bhala paa Your Astrology Guru Lyrics

ଆ ତୁ ଆ ମତେ ଟିକେ ଭଲ ପାଆ
ଆ ତୁ ଆ ମତେ ଟିକେ ଭଲ ପାଆ
ଆଖିରେ ନୁହେଁ ଓଠରେ ନୁହେଁ
ଆଖିରେ ନୁହେଁ ଓଠରେ ନୁହେଁ
ହୃଦୟରେ ରହିଯା
ମତେ ଟିକେ ଭଲ ପାଆ
ମତେ ଟିକେ ଭଲ ପାଆ
ସକାଳେ ତତେ ରଙ୍ଗେଇ ଦେବି
ସୁନେଲି ଖରା ବୁଣି
ସପନେ ଥରେ ଆ ରାତିରେ
ସାଜି ମୋର ବୋହୁ ରାଣୀ
ସକାଳେ ତତେ ରଙ୍ଗେଇ ଦେବି
ସୁନେଲି ଖରା ବୁଣି
ସପନେ ଥରେ ଆ ରାତିରେ
ସାଜି ମୋର ବୋହୁ ରାଣୀ
କଥାରେ ନୁହେଁ ଗପରେ ନୁହେଁ
କଥାରେ ନୁହେଁ ଗପରେ ନୁହେଁ
ମୋ ଗୀତରେ ରହିଯା
ମତେ ଟିକେ ଭଲ ପାଆ
ମତେ ଟିକେ ଭଲ ପାଆ
ମହକ ଭରା ଗୋଲାପ ଝରା
ଓଢଣୀ ତତେ ଦେବି
ଛାଇରେ ତୋର ଦେବି କଜଳ
ପାଖରେ ତୋର ଥିବି
ହୋ ମହକ ଭରା ଗୋଲାପ ଝରା
ଓଢଣୀ ତତେ ଦେବି
ଛାଇରେ ତୋର ଦେବି କଜଳ
ପାଖରେ ତୋର ଥିବି
ଶୟନେ ନୁହେଁ ସପନେ ନୁହେଁ
ଶୟନେ ନୁହେଁ ସପନେ ନୁହେଁ
ମୋ ଜୀବନେ ରହିଯା
ମତେ ଟିକେ ଭଲ ପାଆ
ମତେ ଟିକେ ଭଲ ପାଆ
ଆ ତୁ ଆ ମତେ ଟିକେ ଭଲ ପାଆ
ମତେ ଟିକେ ଭଲ ପାଆ
ଆଖିରେ ନୁହେଁ ଓଠରେ ନୁହେଁ
ଆଖିରେ ନୁହେଁ ଓଠରେ ନୁହେଁ
ହୃଦୟରେ ରହିଯା

Aa tu aa mate tike bhala paa Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00