Loading...

299 Big Street, Govindpur, India

Open daily 10:00 AM to 10:00 PM

Chaha mana chahare mana Your Astrology Guru Lyrics in odia language

Bhikari bala

Your Astrology Guru Lyrics

ଚାହା ମନ ଚାହାରେ ମନ
ରେ ମନ ଚାହାରେ ମନ

Chaha Mana Chahare Mana Your Astrology Guru Lyrics In Odia Language

ଚାହା ମନ….. ଚାହାରେ ମନ
ରେ ମନ ଚାହାରେ ମନ
ଚାହା ମନ ଚାହାରେ ମନ
ରେ ମନ ଚାହାରେ ମନ
ଶରଣ ପଞ୍ଜର ବେନି ବାହାକୁ
ରେ ମନ ଶରଣ ପଞ୍ଜର ବେନି ବାହାକୁ
ମୁନି ମାନେ ଧ୍ୟାଉଛନ୍ତି ହୋ..
ମୁନି ମାନେ ଧ୍ୟାଉଛନ୍ତି ଯାହାକୁ
ଶରଣ ପଞ୍ଜର ବେନି ବାହାକୁ
ରେ ମନ ଶରଣ ପଞ୍ଜର ବେନି ବାହାକୁ



ନନ୍ଦିଘୋଷ ରଥେ ଉଭା
କୋଟି କାମ ଜିଣି ଶୋଭା
ନନ୍ଦିଘୋଷ ରଥେ ଉଭା
କୋଟି କାମ ଜିଣି ଶୋଭା
କୋଟି କାମ ଜିଣି ଶୋଭା
ଏହା ଛାଡି ସାହା ଲୋଡୁ ହୋ..
ଏହା ଛାଡି ସାହା ଲୋଡୁ କାହାକୁ
ଶରଣ ପଞ୍ଜର ବେନି ବାହାକୁ
ରେ ମନ ଶରଣ ପଞ୍ଜର ବେନି ବାହାକୁ



ବଡ ଥଣ୍ଡା ବଡ ଚୂଳ ଥଣ୍ଡା କରଡ଼ିଆ ମାଳ
ବଡ ଥଣ୍ଡା ବଡ ଚୂଳ ଥଣ୍ଡା କରଡ଼ିଆ ମାଳ
ଥଣ୍ଡା କରଡ଼ିଆ ମାଳ
ସୁନ୍ଦର ଦିଶିବ ଆନେ ହୋ..
ସୁନ୍ଦର ଦିଶିବ ଆନେ କାହାକୁ
ଶରଣ ପଞ୍ଜର ବେନି ବାହାକୁ
ରେ ମନ ଶରଣ ପଞ୍ଜର ବେନି ବାହାକୁ



ଭୁଜ ଟେକି ବସିଛନ୍ତି ଶରଣ ଯାଚନ୍ତି ଡାକି
ଭୁଜ ଟେକି ବସିଛନ୍ତି ଶରଣ ଯାଚନ୍ତି ଡାକି
ଶରଣ ଯାଚନ୍ତି ଡାକି
ଶରଣ ରଖ ହେ ହରି ହୋ…
ଶରଣ ରଖ ହେ ହରି ପର୍ଶୁରାମକୁ
ଶରଣ ପଞ୍ଜର ବେନି ବାହାକୁ
ରେ ମନ ଶରଣ ପଞ୍ଜର ବେନି ବାହାକୁ
ଚାହା ମନ ଚାହାରେ ମନ
ରେ ମନ ଚାହାରେ ମନ
ଶରଣ ପଞ୍ଜର ବେନି ବାହାକୁ
ରେ ମନ ଶରଣ ପଞ୍ଜର ବେନି ବାହାକୁ
ମୁନି ମାନେ ଧ୍ୟାଉଛନ୍ତି ହୋ..
ମୁନି ମାନେ ଧ୍ୟାଉଛନ୍ତି ଯାହାକୁ
ଶରଣ ପଞ୍ଜର ବେନି ବାହାକୁ
ରେ ମନ ଶରଣ ପଞ୍ଜର ବେନି ବାହାକୁ
ରେ ମନ ଶରଣ ପଞ୍ଜର ବେନି ବାହାକୁ
ରେ ମନ ଶରଣ ପଞ୍ଜର ବେନି ବାହାକୁ


Chaha Mana Chahare Mana Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00